-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||     

HOME   ଜିଲ୍ଲା

କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

07-Sep-2022



କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା )
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କିଛି ଦିନ ହେବ କଲାହାଣ୍ଡି ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ କରି ଜନସାଧାରଣ ଙ୍କୁ ସଂଦେଶ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ ଜାରି ରହିଥିବା ଜଣାପଡିଛି । ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ତଥା ଆମ ଭାରତ ସ୍ୱାଧିନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇ ଥିବା ମହାତ୍ମାଗାନ୍ଧୀ ଭଳି ଅନେକ ମହାପୁରୁଷ ମାନଙ୍କୁ ମନେପକେଇ ବା ଏବଂ ଦିର୍ଘ ୭୫ବର୍ଷ ଧରି ଆମେ ଓଡିଶା  ତଥା ଭାରତ ବାସୀ ଇଂରେଜ ମାନଙ୍କ ଶାଶନରୁ ବଞ୍ଚିତ ହୋଇ ସ୍ୱାଧିନତାର ସ୍ୱାଦ ପାଇ ଆସୁଥିବାରୁ ରାଜ୍ୟ ସରକାରଙ୍କ ଏଭଳି ଏକ ଅଭିନବ ପ୍ରୟାସ ।ଜାହାକି ଓଡିଶା ବାସୀ ତଥା କୋଟି କୋଟି ଜନତାଙ୍କ ମନରେ ପୁଣି ଥରେ ଭରିଉଠୁ ଆନନ୍ଦ ଉଲ୍ଲାସର ଉଦ୍ଧିପନା ଏବଂ ସମସ୍ତେ ଙ୍କ ମନରେ ଜାଗିଉଠୁ ବୀର ସହୀଦ ମହାପୁରୁଷ ମାନଙ୍କ ଅମର ଗାଥା ।  ଏଭଳି ସଂଦେଶ ଯାତ୍ରା ନେଇଁ ଚଳିତ ତିନି ତାରିଖରୁ ଏକ ଅହିଂସା ରଥ ବାହାରି ଧର୍ମଗଡ , ଜୁନାଗଡ , କଲମ୍ପୁର , ଜୟପାଟଣା ,ବ୍ଳକଦେଇ ମଙ୍ଗଳବାର କୋକସରା ବ୍ଳକ ପହଞ୍ଚି ଥିଲା । ପ୍ରଥମେ ମୋଟେର ଠାରେ କୋକସରା ବ୍ଳକ ପ୍ରଶାସନ ପକ୍ଷରୁ
ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏଥିରେ କୋକସରା ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ , ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ , ସମାଜ ମଙ୍ଗଳ ଅଧିକାରୀ ଦୀପକ ବେହେରା  ଙ୍କ ସମେତ  ବ୍ଳକର ବିଭିନ୍ନ କର୍ମଚାରୀ ଏବଂ ସରପଞ୍ଚ ସମିତି ସଭ୍ୟ , ସଭ୍ୟା , ଉପସ୍ଥିତ ଥିଲେ ପରେ କୋକସରାଜବାହାର ଉଚ୍ଚବିଦ୍ୟାଳୟ ଠାରେ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ ଜଣାଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ  ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀତା ଅଗ୍ରୱାଲ , ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ଅଗ୍ରୱାଲ , କୋକସରା ସରପଞ୍ଚ କିଶୋର ପ୍ରଧାନି , ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା , ଧର୍ମଗଡ ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରମେଶ ସିଂ ,ଅହିଂସା ରଥ ଦାୟିତ୍ୱ ରେ ଥିବା ରାଜ୍ୟ ସଂଯୋଜକ ତପେଶ୍ୱର ଜଗତ, ପ୍ରମୁଖ ମଞ୍ଚାଶିନ ହୋଇ ଅହିଂସା ରଥ ପରିଭ୍ରମଣ ର ଉଦ୍ୟେଶ୍ୟ ଉପରେ ଆଲୋଚନା କରି ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କୁ ପ୍ରଶଂସା କରିଥିଲେ । ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ 
ଦେଶାତ୍ମବୋଧକ ସଂଗିତ ଗାନ ଓ ନୃତ୍ୟ ପରିବେଷଣ କରିଥିଲେ  ପରେ ଡେଙ୍ଗାଗୁଡା ଠାରେ ମଧ୍ୟ ଗ୍ରାମ ବାସୀ ଏହି ଅହିଂସା ରଥକୁ ଖୋଳ  ସଂକୀର୍ତ୍ତନ ଓ ନାଚଗୀତ ର ତାଳେ ଆନନ୍ଦ ଉଲ୍ଲାସର ସହିତ ସ୍ୱାଗତ ଜଣାଇଥିଲେ । ପରେ ଗୁଡହାଣ୍ଡିଡୋକରୀଚଞ୍ଚରା ଠାରେ ମଧ୍ୟ କମିଟିପକ୍ଷରୁ ଶହଶହ ଲୋକଙ୍କ ଜନସମାଗମ ରେ  ଘୁମୁରା , ଖୋଳ କିର୍ତ୍ତନ , ନିଶାନ ଢୋଳ ,ର ତାଳେ ତାଳେ ସମସ୍ତେ ଆନନ୍ଦରେ ବିଭୋର ହୋଇ  ଏହି ଅହିଂସା ରଥକୁ ସ୍ୱାଗତ ଜଣାଇ ଥିଲେ । ଏହି ସମୟରେ ସମସ୍ତଙ୍କ ମନରେ ଏମିତି ଖୁସି ଭରିଉଠିଥିଲା ତାହା କହିଲେ ନସରେ । ଯେମିତିକି ମାନନୀୟା ବ୍ଳକ ଅଧ୍ୟକ୍ଷା ମଧ୍ୟ ଆନନ୍ଦରେ ବିଭୋର ହୋଇ ନାଚି ପକେଇ ଥିଲେ ।  ଡୋକରିଚଞ୍ଚରା ଠାରେ ମଧ୍ୟ କମିଟି ପକ୍ଷରୁ ସମସ୍ତପ୍ରଶାସନିକ ଅଧିକାରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ଛାତ୍ରୀମାନେ ନୃତ୍ୟ ପରିବେଷଣ କରି ସମସ୍ତ ଙ୍କୁ ବେଶ ଚକିତ କରିଦେଇଥିଲେ । ପରେ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରି ଆମପାଣି ଅଭିମୁଖେ ବାହାରି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026

You Might Also Like