-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
21-Aug-2022
ବଲାଙ୍ଗୀର(ପ୍ରେରଣା ଖବର) ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ କରାଯାଇଥିଲା l ଏହି ବୈଠକରେ ବିଙ୍ଗ ହ୍ୟୁମାନ ମହିଳା ଶାଖା ର ଉପଦେଷ୍ଟା ତଥା ପୌରାଧ୍ୟକ୍ଷା ଲିକା ସାହୁ, ଉପଦେଷ୍ଟା ପ୍ରଭାସ ପାଣିଗ୍ରାହୀ, ରତନ ମହାରଣା, ବୁଲୁ ବେହେରା, ଶୁଭମ ଦର୍ଜୀ, ସୁଧାଂଶୁ ମିଶ୍ର ଶହ ଅନୁଷ୍ଠାନର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l