-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ଲୋଇସିଂହା, ଆଜି ଲୋଇସିଂହା ବ୍ଲକ ସମନ୍ବିତ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନ କୋଠାଗୃହ ଉଦଘାଟନ କରାଗଲା l ଉକ୍ତ କାର୍ଯ୍ୟାଳୟ ଲୋଇସିଂହା ଅଧିକାରୀ ଶ୍ରୀମତୀ ପ୍ରଜ୍ଞାରାଣୀ ବାରିକଙ୍କ ତତ୍ୱାବଧାନରେ ମୁଖ୍ୟଅତିଥି ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଯତୀନ୍ଦ୍ର କୁମାର
ପଟେଲ ବ୍ଲକ ଅଧ୍ୟକ୍ଷ ଲୋଇସିଂହା, ଶ୍ରୀଯୁକ୍ତ ଶନ୍ତଲାଲ ଦୀପ ଜିଲ୍ଲା ସମାଜ ମଂଗଳ ଅଧିକାରୀ, ଲୋଇସିଂହା ବିଡ଼ିଓ ବିଜୟ କୁମାର ହୋତା ଉପସ୍ଥିତ ରହିବା ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ପ୍ରମୁଖ ନୂତନ ଆଇସିଡ଼ିଏସର ନୂତନ କାର୍ଯ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ସାମିଲ ଥିଲେ l ଉକ୍ତ ନୂତନ କାର୍ଯ୍ୟାଳୟଟି 26 ଲକ୍ଷ ବଜେଟରେ ନିର୍ମିତ ଯାହାକି ମହିଳା ଓ ଶିଶୁବିକାଶ ଓଡିଶା ସରକାରଙ୍କ ଅନୁଦାନ ପାଣ୍ଠିରୁ l
(ଲୋଇସିଂହାରୁ ବିନୋଦ ଦୀପଙ୍କ ରିପୋର୍ଟ)