-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
କଟକ, (ପ୍ରେରଣା ଖବର) - ପରୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା; ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର; ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଅପିଲ୍; ସିବିଆଇ ତଦନ୍ତ ସହ ୨୫ ଲକ୍ଷ କ୍ଷତିପୂରଣ ଦେବାକୁ ଅପିଲ; ମାମଲାରେ ସିବିଆଇ, ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ପକ୍ଷଭୁକ୍ତ l