-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ- ୪ ରୁ ୧ ଜଣ।
(୨) ବାଙ୍ଗୋମୁଣ୍ଡା ବ୍ଲକ ର ସିନ୍ଧେକେଲା ରୁ ୩ ଜଣ ।
(୩) ଗୁଡଭେଲା ବ୍ଲକ ରୁଶୁଡା ଗ୍ରାମ ରୁ ୩ ଜଣ।
(୪)ମୁରିବାହାଲ୍ ବ୍ଲକ ବଡାସମରା ରୁ ୧ ଜଣ ।
(୫) ପାଟନାଗଡ ମରୁଆଁ ରୁ ୧ ଜଣ, ଭଁଇସା ରୁ ୧ ଜଣ, ଓ୍ବାର୍ଡ ନଂ ୧ ରୁ ୧ଜଣ, ଓ୍ବାର୍ଡ ନଂ ୩ ରୁ ୨ ଜଣ, ଓ୍ବାର୍ଡ ନଂ ୪ ରୁ ୪ ଜଣ,ଓ୍ବାର୍ଡ ନଂ ୮ ରୁ ୨ ଜଣ ଓ ଓ୍ବାର୍ଡ ନଂ ୧୦ ରୁ ୧ ଜଣ।
(୬) ଲୋଇସିଂହା ତଲିଉଡାର ରୁ ୧ ଜଣ।
(୭) ଖପ୍ରାଖୋଲ ବ୍ଳକ ଘୁନସର ରୁ ୧ ଜଣ, କୁଆଁଝର ରୁ ୧ ଜଣ ଓ ଧଣ୍ଡାମୁଣ୍ଡା ରୁ ୧ ଜଣ।
(୮) ତୁରେକେଲା ବ୍ଲକ କୁଆଁରମୁଣ୍ଡା ରୁ ୧ ଜଣ ।
(୯) କଣ୍ଟାବାଞ୍ଜି ଏନ୍ ଏ ସି ଓ୍ବାର୍ଡ ନଂ ୧ ରୁ ୧ଜଣ, ଓ୍ବାର୍ଡ ନଂ୧୦ ରୁ ୩ଜଣ ଓ ଓ୍ବାର୍ଡ ନଂ ୧୫ ରୁ ୧ ଜଣ।
ଆଜି ପର୍ଯ୍ୟନ୍ତ ଜିଲାରେ ୭୮୯୭ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୭୮ ଜଣ ସୁସ୍ଥ ହୋଇଛନ୍ତି ଓ ୨୮୪ ଜଣ ଏକ୍ଟିଭ୍ ଅଛନ୍ତି ।