-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
31-Jul-2022
ପାଟଣାଗଡ଼(ସଚ୍ଚିଦାନନ୍ଦ ମାହାକୁର ) ବଳାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରେ ଥିବା ଏକ ରାସନ ଦୋକାନକୁ ଜଣେ ଗ୍ରାହକ ଜିନିଷପତ୍ର କିଣି ବାକୁ ଆସିଥିଲେ। କିଣି ସାରିବାପରେ ସେ ଦେଖିଲେଜେ ସେତାଙ୍କ ବାଇକରେ ଏକ ସାପ ଥିବାଦେଖି ବାକୁ ପାଇ ଭୟଭୀତ ହୋଇପଡିଥିଲେ। ସଙ୍ଗେସଙ୍ଗେ ସାପ ଧରାଳିକୁ ଡାକିଥିଲେ। ଘଟଣା ସ୍ଥଳକୁ ସାପ ଧରାଳି ମାନେ ଆସି ବାଇକ ଭିତରେ ପଶିଥିବା ସାପକୁ ଉଦ୍ଧାର କରିଥିଲେ। ଏହାକୁ ଦେଖିବାକୁ ଉକ୍ତ ସ୍ଥାନରେ ଲୋକଙ୍କ ଭିଡ଼ ଜମିଯାଇଥିଲା।