-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
29-Jul-2022
ବରଗଡ: ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଅବସରରେ ଆଜି ପାଇକମାଳ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେଯୁବ ସଭାପତି ଗୌତମ ସିଂ ଏବଂ ପାଇକମାଳ ବିଜୁ ଛାତ୍ର ଜନତା ଦଳ ର ସଭାପତି ଶ୍ରୀ ରବିନାରାୟଣ ସାହୁ ସମ୍ମାନିତ ଅତିଥି ,ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ଯୋଗଦାନ କରିଥିଲେ। ଏ ଅବସରରେ ମୁନିରାମ ଚାନ୍ଦ, ଭୋଜରାଜ ଭୋଇ, ଝିଟିକୀ ସରପଞ୍ଚ କେଶବ ଧରୁଆ,ଗ୍ରା.ପ ସଭାପତି ଗୋପବନ୍ଧୁ ଭୋଇ, ମନ୍ଦାର ବରିହା ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ।