-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jul-2022
ବୌଦ୍ଧ (ପ୍ରେରଣା ଖବର) : ବୌଦ୍ଧ ଜିଲ୍ଲା ମୂର୍ସୁନ୍ଧି ଗ୍ରାମ ପଞ୍ଚୟତର ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ରେ ମାତୃଶକ୍ତି ମହିଳା ବ୍ଲକସ୍ତରୀୟ ମହାସଂଘ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଗଣ
ଓ ସ୍କୁଲ ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ. ମିଶନ୍ ଶକ୍ତିର ଜିଲ୍ଲା ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, ଓଡ଼ିଶା ଆଜୀବିକା ମିଶନ ର ଜିଲ୍ଲା ସଂଯୋଜକ ଫ୍ରାନସିସ ବାର୍ଲା, ଶିଶୁ ବିକାଶ
ପ୍ରକଳ୍ପ ଅଧିକାରିଣି ଶ୍ରୀମତୀ ମିନତି ଦେଓ, ପ୍ରଧାନ ଶିକ୍ଷକ ଶ୍ରୀ ରାଧାମୋହନ ମହନା, ବ୍ଲକ୍ ସଂଯୋଜିକା ଶ୍ରୀମତି ସସ୍ମିତା ବାଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l