-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ତରଭା(ପ୍ରେରଣା ଖବର) / ଗତକାଲି ସୋନପୁର ଜିଲ୍ଲା ତରଭା ବ୍ଲକ କୁଇଲଥାପଦର ଗାଁ ର ଜଣେ ୧୬ ବର୍ଷିୟା ଯୁବତୀ ରୋ଼ଶନୀ କୁଅଁରଙ୍କ ସାପ କାମୁଡ଼ାରେ ଶୋଚନୀୟ ମୃତ୍ୟୁ ଘଟିଛି l ସୂଚନାରୁ ପ୍ରକାଶ ଯେ ଗତକାଲି ରାତି ୧୧ ଟା ସମୟରେ ରୋଶନୀ ଘରେ ଥିବା ସମୟରେ ଏକ ସାପ କାମୁଡି ଦେଇଥିଲା l କିଛି ସମୟ ପରେ ରୋଶନୀ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତି କରାଯାଇଥିଲା l ଆଜି ସକାଳେ ରୋଶନୀ ଙ୍କ ମୃତ୍ୟୁ ଘଟିଛି l ହସ୍ପିଟାଲ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି lବର୍ଷାରେ ବଡ଼ପରା ଅଙ୍ଗନବାଡି କେନ୍ଦ୍ର ଛାତରୁ ଝରୁଛି ପାଣି