-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||     

HOME   ଜିଲ୍ଲା

ଭାରତୀୟ ଶିକ୍ଷାବ୍ଯବସ୍ଥାର ରୂପାନ୍ତରଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

04-Jul-2022



 କଟକ (ପ୍ରେରଣା ଖବର ବ୍ୟୁରୋ) ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ମିଳିତ ଆନୂକୂଲ୍ୟରେ 'ଭାରତୀୟ ଶିକ୍ଷାବ୍ଯବସ୍ଥାର ରୂପାନ୍ତରଣ' ଶୀର୍ଷକରେ ଏକ ଜାତୀୟ ବାର୍ତ୍ତାଳାପ ରବିବାର ପୂର୍ବାହ୍ନ ୧୦ ରେ ଅନୁଷ୍ଠିତ ହୋଇଯାଇଛି । ମିଶ୍ରିତ ମୋଡ୍ ରେ ଆୟୋଜିତ ଏହି ବାର୍ତ୍ତାଳାପରେ ସମ୍ମାନିତ ବକ୍ତା ଭାବେ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର କୁଲଦୀପ ଅଗ୍ନିହୋତ୍ରୀ ଯୋଗଦେଇ କହିଥିଲେ, ଯେଉଁ

ବୟସରେ ପିଲାଙ୍କୁ ସୃଜନାତ୍ମକ ଚିନ୍ତାଧାରା ଅସିବା କଥା ସେହି ସମୟରେ ଆମେ ତାଙ୍କୁ ଇଂରାଜୀ ଭାଷାର ବିରକ୍ତ ସାଗରରେ ପହଁରିବାକୁ ଛାଡିଦେଉଛେ । ଭାରତୀୟ ଭାଷାରେ ଶିକ୍ଷାଦାନ କଲେ ପିଲାଙ୍କ ଉପଯୁକ୍ତ ବିକାଶ ସମ୍ଭବ । ସମାଜ  ଅର୍ଥରେ ଶିକ୍ଷିତ ବ୍ଯକ୍ତି ସମାଜର ଅର୍ଥକୁ ଆତ୍ମସାତ କରିବା ଚିନ୍ତାରେ ମଗ୍ନ|  ଆନୁଷ୍ଠାନିକ ଡିଗ୍ରୀକୁ ଶିକ୍ଷାର ପର୍ଯ୍ଯାୟବାଚକ ସ୍ତର ବୋଲି ଧରିନେଇ ଗାଁ ମଫସଲରେ ଶ୍ରମକୁଶଳ ସାଧାରଣ ନାଗରିକକୁ ଅପାଠୁଆ ଅଜ୍ଞାନ ବୋଲି ଧରିନେଉଛି| ଇଂରାଜୀରେ ସାମାନ୍ଯ ଭାଷାଜ୍ଞାନର ଏପରି ଅବାଞ୍ଛିତ ପ୍ରଭାବ! ତେଣୁ ମାତୄଭାଷାରେ ଶିକ୍ଷାଦାନ ଜରୁରୀ|  ମୁଖ୍ଯ ବକ୍ତା ରୂପେ ଆମେରିକାରେ ଅବସ୍ଥିତ ଉଦ୍ଭାବକ ତଥା ବୈଜ୍ଞାନିକ  ଡ. ବିଜୟ କୁମାର ଦାଶ ଯୋଗଦେଇ ଦେଶରେ ପ୍ରଚଳିତ ମ୍ଯାକଲେ ଶିକ୍ଷାବ୍ଯବସ୍ଥା କିଛି ଚାକିରୀଆ  ସୃଷ୍ଟିକରୁଛି| ଜୀବନରେ ଉତ୍କର୍ଷତା ଲାଭ କରିବା ପାଇଁ ଜ୍ଞାନ (ଅଧ୍ଯାତ୍ମ) ଓ  ବିଜ୍ଞାନର (ପ୍ରୟୋଗ ପଦ୍ଧତି) ସମନ୍ନିତ ପ୍ରୟାସ ଉପରେ ଯୋର୍ ଦେଇଥିଲେ| ନିଜର ଉଦାହରଣ ଦେଇ ସରକାରୀ ଚାକିରୀ ନକରି ନିଜ ଉଦ୍ଯମ ଫଳରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିହେବ ବୋଲି ଦର୍ଶାଇଥିଲେ| ନିଜସ୍ୱ ଉଦ୍ଭାବନାମାନ ପ୍ରଦର୍ଶନ ମାଧ୍ୟମରେ ଦିବ୍ୟ ଚକ୍ଷୁ ମାଧ୍ୟମରେ ଗୀତାର ଆନିମେସନ୍ ଦର୍ଶକଙ୍କୁ ମୋହିତ କରିଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦସର ରାଜ୍ୟ ସଭାପତି  ତଥା ପୂର୍ବତନ ରେଜିଷ୍ଟ୍ରାର ଜେନେରାଲ ରାମନାଥ ପଣ୍ତା । ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ଧର୍ମବ୍ରତ ମହାପାତ୍ର । ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ଶାଖାର  ରାଜ୍ୟ ପରିଚାଳନା ଟ୍ରଷ୍ଟି  ଡ. ଦେବୀଲାଲ ମିଶ୍ର ଅନୁଷ୍ଠାନର ଇତ୍ତିବୃତ୍ତି ଉପସ୍ଥାପନା କରିଥିବା ସ୍ଥଳେ ବିବେକବାଣୀ ପାଠ କରିଥିଲେ ମୋ ଗାଁ ଟ୍ରଷ୍ଟର ରାଜ୍ଯ କାର୍ଯକାରିଣୀ ସଦସ୍ଯ ଡ.ଚିନ୍ମୟ ରଂଜନ କୁମାର| ସଂଗଠନର ରାଜ୍ଯ ସାଧାରଣ ସଂପାଦକ ଡ. ସନ୍ତୋଷ କୁମାର ମହାପାତ୍ର ପ୍ରସଂଗ ଉପସ୍ଥାପନା କରିଥିଲେ । ଆବାହାକ ଭାବେ ସଭାଟି ପରିଚାଳନା କରିଥିଲେ ବିଭାଗୀୟ ଅଧ୍ଯାପକ ତଥା ସଂଗଠନ ସଂପାଦକ ଡ. ଚିତ୍ତରଞ୍ଜନ ନାୟକ । ଉଭୟ ଆଭାସୀ ଏବଂ ଆନୁଷ୍ଠାନିକ ଭାବେ ସଭା ଆୟୋଜିତ ହେଇଥିଲା ଯେଉଁଥିରେ

ବୈଷୟିକ ସହାୟତା କରିଥିଲେ ଆଦିତ୍ୟ, ମିଲନ ଏବଂ ଅରୁଣ । ଲୋକ ସଂସଦର ଆଜୀବନ ସଦସ୍ଯ ବାସୁଦେବ ମିଶ୍ର ବେଦମନ୍ତ୍ର ପାଠକରିଥିଲେ|  କଟକ ନୂଆବଜାର  ସରସ୍ୱତୀ ଶିଶୁ/ବିଦ୍ଯାମନ୍ଦିରର ଆଚାର୍ଯ୍ଯା ମମତା କରଙ୍କର ତତ୍ତ୍ୱାବଧାନରେ ଛାତ୍ରୀମାନେ ସରସ୍ୱତୀ ବନ୍ଦନା ଗାନ କରିଥିଲେ | ସଂଗଠନର କଟକ ଜିଲ୍ଲା ସଭାପତି ଜଗତ କିଶୋର ଦାସ ଧନ୍ଯବାଦ ଜ୍ଞାପନ କରିଥିଲେ ।କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ଜ୍ଞାନପିପାସୁ ପ୍ରତିଭାଗୀଗଣ ଯୋଗଦେଇ ବାର୍ତ୍ତାଳାପଟିକୁ ସଫଳ କରାଇଥିଲେ ।କାର୍ଯ୍ୟକ୍ରମର ସଫଳ ପପିଚାଳନାରେ ସର୍ବଶ୍ରୀ ଡ.ପ୍ରିୟବ୍ରତ ଶତପଥି,ମନ୍ଦାକିନୀ ଜେମା, ବିନାୟକ ଘୋଷ,ଭୋଳାନାଥ ନାୟକ,ଗାୟତ୍ରୀ ସାହୁ, ମିଲନ୍ ସେଠୀ,  ସର୍ବେଶ୍ୱର ମଲ୍ଲିକ୍ ଆଦି ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026

You Might Also Like