-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2022
ଦମକିପାଲି (ପ୍ରେରଣା ଖବର)
ମଙ୍ଗଳବାର ସରକାରୀ ଉ.ପ୍ରା.ବିଦ୍ୟାଳୟ ଦମକିପାଲିଠାରେ ବିଶ୍ବ ଯୋଗ ଦିବସ ପାଳନ ହୋଇ ଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଯୋଗ ଓ ପ୍ରାଣାୟାମର ଉପକାରିତା ସମ୍ବନ୍ଧରେ ଛାତ୍ରଛାତୀଙ୍କୁ ବୁଝାଇବା ସହ ଯୋଗ ଶିକ୍ଷା ପ୍ରଦାନ କରି ଥିଲେ ।ନିୟମିତ କିଛି ସମୟ ଯୋଗ କରିବାକୁ ପରାମର୍ଶ ଦେଇ ଥିଲେ ସହ ଶିକ୍ଷକ ସତ୍ୟ ନାରାୟଣ ସାହୁ,ଦେବରାଜ ପଧାନ, ଆଶିଷ କୁମାର ସାହୁ ,ସ୍ନିଗ୍ଧାମୟୀ ଯୋଶୀ,ଉର୍ବଶୀରାଜହଂସ,ଅନିମା ପଧାନ ଓ ଘସିଆନ ସ୍ବାସ୍ଥ୍ୟ ବିଭାଗରୁ ଯୋଗେଶ୍ବର କୁମ୍ଭାର ସହଯୋଗ କରି ଥିଲେ ।