-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜିଲ୍ଲା

ବ୍ଲକ ସ୍ତରୀୟ ବିପର୍ଯ୍ୟ ପରିଚାଳନା ପ୍ରସ୍ତୁତି ଏବଂ ଅଭ୍ୟାସ କାର୍ଯ୍ୟକ୍ରମ 

18-Jun-2022



ମୁରିବାହାଲ// ମୁରିବାହାଲ ବ୍ଲକ ପରିସରରେ ଶନିବାର ଦିନ ବିଡ଼ିଓ ପ୍ରିୟରଞ୍ଜନ କୁମାର ତତ୍ୱାବଧାନ ରେ ବ୍ଲକ ସ୍ତରୀୟ ବିପର୍ଯ୍ୟ ପରିଚାଳନା ପ୍ରସ୍ତୁତି ଏବଂ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁରିବାହାଲ ଅଗ୍ନିଶମ କର୍ମଚାରୀ ଆସି ଡେମୋ ଦେଖାଇଥିବାବେଳେ |ପର୍ଯ୍ୟବେକ୍ଷକ ଭାବରେ ଏଡିସନାଲ ତହସିଲଦାର କର୍ଣ୍ଣ ମଲ୍ଲିକ ଯୋଗଦେଇ ବ୍ଲକ ସ୍ତରୀୟ ବିପର୍ଯ୍ୟ କେମିତି ରକ୍ଷା ପାଇପାରିବା ସେହି ଉପରେ ପିଆର ଆଇ ମେମ୍ବର ମାନଙ୍କୁ ସଚେତନତା କରିଥିଲେ |ବର୍ଷା ସମୟରେ  ଘଛ ତଳେ ଆଶ୍ରୟ ନେବେ ନାହିଁ, ପରିବେଶ ସଫା ସୁତୁରା ରଖିବେ ଏହି ଋତୁରେ ସାପ କାମୁଡିବା ଦେଖାଯାଇଥାଏ ଯଦି କୌଣସି ଲୋକଙ୍କୁ ସାପ କାମୁଡ଼ିଲେ ସାଙ୍ଗେ ସାଙ୍ଗେ ଡାକ୍ତରଖାନା କୁ ନେବା ବ୍ୟବସ୍ଥା କରିବା ଅଯଥାରେ ଗୁଣିଗାରେଡି ସମୟ ନଷ୍ଟ କରିବନାହିଁ| ବୁଝାଇବା ସହିତ ସରକାର ଙ୍କ ଅନୁକମ୍ପା ରାଶି ବିଷୟରେ ଲୋକଙ୍କୁ ଅବଗତ କରିଥିଲେ |ଜଣେ ବଜ୍ରାଘାତ ରେ ମରିଗଲେ, ସାପ କାମୁଡ଼ାରେ ମରିଗଲେ କିମ୍ବା ପାଣିରେ ବୁଡ଼ି ମରିଗଲେ ପ୍ରଥମେ ଚିକିତ୍ସା ବ୍ୟବସ୍ଥା କରିବା ବ୍ୟବସ୍ଥା କରିବେ  କିଛି ଅଘଟଣା ଘଟେ ତାହେଲେ  ଥାନାରେ ଲିଖିତ ଜଣାଇବାକୁ ପଡିବ, ସ୍ଥାନୀୟ ଆର ଆଇ କିମ୍ବା ତହସିଲ ଙ୍କୁ ଜଣାଇବେ ସମସ୍ତ କାଗଜପତ୍ର ତଦନ୍ତ କରାଯାଇ ସରକାରଙ୍କ ତରଫରୁ 4 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପାଇପାରିବେ ବୋଲି କହିଥିଲେ |ବିଡ଼ିଓ ଶ୍ରୀ କୁମାର  ବର୍ଷା ଋତୁ ରେ ତଳେ ନ ଶୋଇବାପାଇଁ ଲୋକଙ୍କୁ ପରାମର୍ଶ ଦେବା ସହିତ ସଚେତନତା ହିଁ ନିରାକରଣ ମାଧ୍ୟମ

ବୋଲି କହିଥିଲେ ||ଏହି ଅବସରରେ ଏଇଇ  ଅଭିନାଶ ମୋଦି, ବ୍ଲକ ଉପାଧ୍ୟାକ୍ଷା ସୌଦାମିନୀ ହାତୀ,ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ଜିପିଇଓ ଏନ.ଜେ ଥିଓଫିଲ,ସେକ୍ସନ ଅଫିସର ବିଭୁତି ସେଠ,ପିଏ ବୀରେନ୍ଦ୍ର ରାୟ,ପିଇଓ ଗୁଣନିଧି ପାଇକ, ପିଇଓ ଗଣଦୀପ ପୋଡ଼ ମୁରିବାହାଲ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିଶ୍ୱବିହାରୀ ଯୋଶୀ,22 ଗୋଟି ପଞ୍ଚାୟତ ପିଆରଆଇ ମେମ୍ବର  ଲାଇନ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |

ବିପର୍ଯ୍ୟ ପରିଚାଳନା ରେ ମୁରିବାହାଲ ଅଗ୍ନିଶମ ବିଭାଗ ଓଆଇସି ଦିଲୀପ ମୁଣ୍ଡା ଙ୍କ ନେତୃତ୍ୱରେ  ଡେମୋ ପ୍ରଦର୍ଶନ କରିଥିଲେ |ବନ୍ୟା ବାତ୍ୟା ସମୟରେ ସମୟରେ ଫସି ରହିଥିବା ଲୋକଙ୍କୁ କିପରି କରାଯିବ ପ୍ରଦର୍ଶନ କରିଥିଲେ | 
କାର୍ଯ୍ୟକ୍ରମ ଶେଷରେ ଆକାଉଣ୍ଟ ଅଫିସର ଶ୍ରୀ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like