-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||     

HOME   ମନୋରଞ୍ଜନ

ଓଡିଆ ସିନେମାର ଦୃଷ୍ଟିକୋଣ ବଦଳାଇଦେଲା ‘ଦୃଷ୍ଟିକୋଣ’

28-May-2022



ଭୁବନେଶ୍ୱର : ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ଦୃଷ୍ଟିକୋଣ’ । ଅକ୍ଷୟ ପରିଜା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମା ପ୍ରଥମ ଦିନରେ ହାଉସଫୁଲ ହୋଇଛି । ଖାଲି ସେତିକି ନୁହେଁ ଏହି ସିନେମା ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ଓଡିଆ ସିନେମାକୁ ନେଇ ଥିବା ଦର୍ଶକଙ୍କ ଦୃଷ୍ଟିକୋଣ ବି ବଦଳାଇବାରେ ସକ୍ଷମ ହୋଇଛି । ପ୍ରଥମ ଦିନରେ ହଲରେ ଦର୍ଶକଙ୍କ ତାଳିମାଡ ସହ ସିନେମାକୁ ଜବରଦସ୍ତ ରେସପନ୍ସ ମିଳିଛି । ଦୀର୍ଘଦିନର ବ୍ୟବଧାନ ପରେ ଓଡିଆ ସିନେମା ଗୋଟିଏ ଦିନରେ ସୁପରହିଟ୍ ହୋଇଛି । ଯାହା ଓଲିଉଡ ପାଇଁ ଏକ ମାଇଲଷ୍ଟୋନ ହେବା ସହ ଦର୍ଶକଙ୍କୁ ପୁଣି ସିନେମା ହଲକୁ ଫେରାଇ ଆଣିବାରେ ସଫଳ ହୋଇପାରିଛି । 
ପ୍ରଥମ ଦିନ ପ୍ରଥମ ସୋ’ରେ ଓଲିଉଡର ନାମକରା କଳାକାରଙ୍କ ସହ ସିନେ କ୍ରିଟିକ୍‌, ଶୁଭେଚ୍ଛୁ ଦର୍ଶକଙ୍କ ସହ ହଲରେ ବସି ସିନେମାକୁ ଦେଖିଥିଲେ । ପୀଡିତା ଭାବେ ନବଗତା ଲିଜା ନାୟକଙ୍କ ଦମଦାର ଅଭିନୟ, ଏଲିନା ସାମନ୍ତରାୟଙ୍କ ପୁଲିସ ଭୂମିକା ଓ ହର ରଥଙ୍କ ଓକିଲାତି ସିନେମାକୁ ଫାଇଭ ଷ୍ଟାର ରେଟିଂ ଦେଇଛି । ସାହିତ୍ୟିକ ହର ପ୍ରସାଦ ଦାସ ଜଜ୍ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି 

ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ବିକାଶ ଦାସ, ଅଙ୍କିତ ମହାନ୍ତି ଓ ସାଥୀ କଳାକାରମାନେ ବେଶ ବଢ଼ିଆ ଅଭିନୟ କରିଥିବା ବେଳେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ସିନେମାଟି ବେଶ ଉଚ୍ଚକୋଟୀର ହୋଇପାରିଛି । 

ସବୁଠୁ ବଡକଥା ହେଲା, ରଜ ସମୟରେ ଧୁମଧଡାକ ସିନେମା ରିଲିଜ ହେବାର ନଜୀର ରହିଛି । କିନ୍ତୁ ରଜ ପୂର୍ବରୁ ଅକ୍ଷୟ ପରିଜା ଏଭଳି ଏକ ସାମାଜିକ ସିନେମା ‘ଦୃଷ୍ଟିକୋଣ’ ନିର୍ମାଣ କରି ଓଡିଆ ଦର୍ଶକଙ୍କ ରୁଚିକୁ ନିରିଖେଇ ଦେଖି ପାରିଛନ୍ତି । ଦେହ ଭୋକ ମେଂଟାଇବା ପାଇଁ ନାରୀକୁ କିଭଳି ଭୋଗ୍ୟବସ୍ତୁ ଭାବେ ବ୍ୟବହାର କରାଯାଉଛି । ମଦ ଓ ଡ୍ରଗ୍ସ ନିଶାରେ ଜଣେ ଯୁବତୀକୁ କିଭଳି ଗଣବଳାତ୍କାର କରାଯାଉଛି ଓ କୋର୍ଟ ରୁମ ଭିତରେ ପୀଡିତାର ବକ୍ଷସ୍ଥଳକୁ କିଭଳି କଦର୍ଯ୍ୟ ଭାବେ ଚିତ୍ରଣ କରାଯାଇ ତାର ଚରିତ୍ର ସଂହାର କରାଯାଉଛି ତାହା ଅତି ସୁନ୍ଦର ଭାବେ ସିନେମାରେ ଦେଖିବାକୁ ମିଳିଛି । ତେବେ ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ଖସି ଯିବାକୁ ଗଳାବାଟ ଖୋଜୁଥିବା ବେଳେ ଶେଷରେ ନିଜେ ବିଚାରପତି କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ସିନେମାରେ ଚିତ୍ରଣ କରାଯାଇଛି । ସିନେମାକୁ ଲୋକଙ୍କ ପ୍ରବଳ ଭଲପାଇବା ମିଳିଥିବା ବେଳେ ପ୍ରଯୋଜନା ସଂସ୍ଥା ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।


(ଅମୃତ ନନ୍ଦଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm