-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||     

HOME   ଜିଲ୍ଲା

ବୀମା ଓ ମରୁଡି ସହାୟତା ରାଶି ପ୍ରଦାନ ଦାବିରେ ରାଜ ବୋଡା ସମ୍ବର କୃଷକ ସଂଗଠନର ଜରୁରୀ ବୈଠକ

28-May-2022



ବରଗଡ:- ମରୁଡି ପ୍ରପୀଡ଼ିତ ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଲେବିଡି ନାଳାର ଆମ୍ବ ବୁରେଇ ଠାରେ ଆଜି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ଚାଷୀ ମାନଙ୍କୁ ନେଇ ସଂଗଠନର ସଭାପତି ଅରବିନ୍ଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗତ ୨୦୨୧ ଖରିଫ ଋତୁର ଫସଲବୀମା ପଲିସିକୁ ଏଚଡିଏଫସି କମ୍ପାନୀ ରିଜେକ୍ଟ ରିଭର୍ଟ ପେଣ୍ଡିଙ୍ଗ ନାଁରେ କାଟ ଛାଟ କରି ଚାଷୀ ମାନଙ୍କୁ ବୀମା ଟଙ୍କା ନ ଦେବା ଆଳରେ ଭୁଆଁ ବୁଲାଉଛି ସେ ବିଷୟରେ ବିଶେଷ ଆଲୋଚନା କରାଯାଇ ତୀବ୍ର ନିନ୍ଦା କରା ଯାଇଥିଲା । କମ୍ପାନୀ ଓ ପ୍ରସାଶନ ମିଶି ଚାଷୀ ଙ୍କୁ ଶୋଷଣ କରା ଯାଉଛି ବୋଲି ମତ ଆସିଥିଲା । ଆଗାମୀ ଜୁନ ୫ ତାରିଖ ସୁଦ୍ଧା ଯଦି କମ୍ପାନୀ ସମସ୍ତ ଆବେଦନ କୁ ଏପୃଭ କରି ବୀମା କ୍ଷତି ପୁରଣ ପ୍ରଦାନ କରା ଯାଉ  ଓ  ୨୦୨୧ମସିହା ଖରିଫ ଋତୁ ରେ  ଭୟଙ୍କର ମରୁଡି ହୋଇଥିଲା ଯାହାକି ଏ ପ୍ରଯ୍ୟନ୍ତ ମରୁଡ଼ି ଘୋଷଣା ହୋଇନାହିଁ କି ମରୁଡି ସହାୟତା ରାଶି ମିଳିନାହିଁ ।  ତୁରନ୍ତ ବୀମା ଟଙ୍କା ଓ ମରୁଡି ସହାୟତା ରାଶି ଆଗାମୀ ଜୁନ ମାସ ୫ ତାରିଖ ସୁଦ୍ଧା ପ୍ରଦାନ କରାଯାଉ ଓ  ଏଚ ଡି ଏଫ ସି କମ୍ପାନୀ କୁ ଫସଲବୀମା ରେ  ବରଗଡ଼ ଜିଲ୍ଲାରୁ ତୁରନ୍ତ ହଟା ଯାଉ । ଆଜି ପ୍ରଯ୍ୟନ୍ତ କ୍ରପ କଟିଂ ରିପୋର୍ଟ ସର୍ବ ସାଧାରଣ କରା ନଯିବା ଘଟଣା କୁ ନିନ୍ଦା କରା ଯିବା ସହିତ ଆଗାମୀ ୫ ତାରିଖ ସୁଦ୍ଧା ସମସ୍ତ ସମସ୍ୟା ର ସମାଧାନ କରାଯାଉ । ନଚେତ ଆଗାମୀ ଜୁନ ୬ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଗାଇସିଲେଟ ବ୍ଲକ ର ସମସ୍ତ ସରକାରୀ କାର୍ଯ୍ୟାଳୟ ,ଦୋକାନ ବଜାର ଓ ମୁଖ୍ୟ ରାସ୍ତା କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସଂଗଠନ ପକ୍ଷରୁ ସୋମବାର ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବି ପତ୍ର ଦେବା ସହ ଚେତାବନୀ ମୂଳକ ଦାବି ପତ୍ର ପ୍ରଦାନ କରିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ବୈଠକ ରେ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା ସମେତ ସରୋଜ ସାହୁ,ଗଜପତି ସାହୁ,ଆନନ୍ଦ ଚନ୍ଦ୍ର ପଧାନ, ଡୋଳାମଣି ସାହୁ,ପୁରୁ ଷୋତ୍ତମ ସାହୁ,ବେଣୁଧର ସାବତ, କ୍ଷୀରୋଦ ସାହୁ, ମୋହନ ସିଂ ବରିହା, ଜଗମୋହନ ସେଠ, ସମାରୁ ସାହୁ,ବିରେନ୍ଦ୍ର ସାହୁ,ରଥୀ ସାହୁ,ପ୍ରସନ୍ନ କୁମ୍ଭାର,ପ୍ରଫୁଲ୍ଲ ପଧାନ,ଗୁପ୍ତେଶ୍ଵର ସାହୁ ଓ ଗାଇସିଲେଟ ବ୍ଲକ ର ଅନେକ ଚାଷୀ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026

You Might Also Like