-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||     

HOME   ଜିଲ୍ଲା

ବିବାହର ୨ମାସ ପରେ ନବ ବିବାହିତା ବୋହୁର ୬ ମାସର ଗର୍ଭବତୀ, ସ୍ୱାମୀ ବେକରେ ରସି ଲଗାଇ ଆତ୍ମହତ୍ୟା

17-May-2022



ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କୁକୁଡ଼ାବାହାଳି ଗ୍ରାମରେ  ମଙ୍ଗଳବାର  ଜଣେ ନବ ବିବାହିତ ଯୁବକ  ଏକ ଅଭାବନୀୟ ଘଟଣା କ୍ରମରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣା ଯାଇଛି।  ମୃତ ଯୁବକ ଜଣଙ୍କ ହେଲେ  କୁକୁଡ଼ାବାହାଳି ଗ୍ରାମର ଲୁକୁ ଦେହୁରୀଙ୍କ ବଡ ପୁଅ  ପିଣ୍ଟୁ ଦେହୁରୀ(୩୦)।ମୃତ  ପିଣ୍ଟୁ ବେକରେ ରସି ଲଗାଇ ମୃତ ଘଟଣା ରେଢାଖୋଲ ପୋଲିସ ଜାଣିବା ପରେ ଘଟଣା ସ୍ଥଳକୁ ରେଢାଖୋଲ ଥାନା ପୋଲିସ ଯାଇ  ଘଟଣାର ତଦନ୍ତ ଜାରି ରଖିଛନ୍ତି।  ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ରେଢାଖୋଲ ଥାନା ଅନ୍ତର୍ଗତ କୁକୁଡ଼ାବାହାଳି ଗ୍ରାମର  ଲୁକୁ ଦେହୁରୀଙ୍କ  ବଡ ପୁଅ   ପିଣ୍ଟୁ ଦେହୁରୀ ଗତ ୨ ମାସ ତଳେ ଚାରମାଳ ଥାନା  ଗରଗଡ଼ବାହାଳ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଥର ଗ୍ରାମରେ ବୈଦିକ ରୀତି ନୀତି ଜାତି ସମାଜଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଇତି ମଧ୍ୟରେ ବିବାହ ୨ ମାସ ବିତି ଯାଇଛି।  ବିବାହ ପରେ ନବ ବିବାହିତ ପିଣ୍ଟୁ ତାଙ୍କ ପତ୍ନୀ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏହାପରେ ପତି ଓ ପତ୍ନୀ ଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏପରିକି କିଛି ଦିନ ପୂର୍ବରୁ  ନବ ବିବାହିତା ପତ୍ନୀ ଜଣଙ୍କ ତାଙ୍କ ଘରକୁ ଯାଇ ତାଙ୍କ ମା ଙ୍କ ସହ  ଆସି ରେଢାଖୋଲ ଥାନାରେ ଅଭିଯୋଗ କରି ଥିଲେ। ଏପରିକି  ପିଣ୍ଟୁ ଯେ ହେତୁ ତାଙ୍କୁ ବିବାହ କରିଛନ୍ତି ଯାହା କିଛି ହେଲେ ମଧ୍ୟ ପତ୍ନୀ ଭାବରେ ଗ୍ରହଣ କରି ରଖିବାକୁ ଜିଦି ଧରି ଥିଲେ।  ହେଲେ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ତିକ୍ତତା ଲାଗି ରହୁ ଥିଲା। ବର୍ତ୍ତମାନ ପିଣ୍ଟୁର ନବ ବିବାହିତା ପତ୍ନୀ ତାଙ୍କ ବାପ ଙ୍କ ଘରକୁ ଚାଲି ଯାଇ ତାଙ୍କ ପତିଙ୍କୁ ଅଧିକ ଚାପ ପକାଉ ଥିଲେ। ଯାହାକି ପିଣ୍ଟୁଙ୍କୁ ଅସୟ ହେଉ ଥିଲା। ଦିନକୁ ଦିନ ପିଣ୍ଟୁ ମାନସିକ ଭାରସାମ୍ୟ ହରାଇ ବସୁ ଥିଲେ। ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।  ମୃତ ପିଣ୍ଟୁ ଙ୍କ ବାପା ଗତ ୨ ବର୍ଷ ହେବ ମୃତ୍ୟୁ ବରଣ କରିଥିବା ବେଳେ  ମଙ୍ଗଳବାର ସକାଳେ ପିଣ୍ଟୁଙ୍କ ମା ଘରୁ ଜଙ୍ଗଲକୁ କେନ୍ଦୁପତ୍ର ତୋଳି ଯାଇ ଥିବା ବେଳେ ସାନ ଭାଇ ଘରୁ କେଉଁ ଆଡେ ବାହାରକୁ ଯାଇ ଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ  ପିଣ୍ଟୁ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ହେଲେ ତାଙ୍କ ମା କେନ୍ଦୁପତ୍ର ତୋଳି ଘରକୁ  ଫେରି ଦେଖିବାରେ ତାଙ୍କ ପୁଅ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।  ପିଣ୍ଟୁଙ୍କ ମା ତୁରନ୍ତ ଏକ ପନିଖି ଆଣି ରସି କାଟି ତାଙ୍କ ପୁଅର ମୃତ ଦେହକୁ ତଳକୁ ଆଣି ଥିଲେ। ଏହାପରେ ପରିବାର ଓ ଗ୍ରାମବାସୀ ମାନେ ରେଢାଖୋଲ ଥାନା ପୋଲିସ କୁ ଖବର ଦେଇ ଥିଲେ। ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ କରୁଥିବା ବେଳେ ପିଣ୍ଟୁ ଙ୍କ ମୃତ ଦେହକୁ ନ ଛାଡିବାକୁ ପରିବାର  ଲୋକେ ଓ ଗ୍ରାମବାସୀ ମାନେ  ଜିଦି ଧରିଥିଲେ। ଯେ ହେତୁ ପିଣ୍ଟୁଙ୍କ ପତ୍ନୀ ପାଇଁ ପିଣ୍ଟୁର ଜୀବନ ଯାଇଛି ଏଣୁ ତାଙ୍କୁ ଗିରଫ କଲା ପରେ ଯାଇ  ମୃତ ଦେହକୁ ଛଡା ଯିବ ବୋଲି  ଲୋକେ ଜିଦି ଧରି ମୃତ ଦେହକୁ ଛାଡି ନ ଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଦେହ ଘଟଣା ସ୍ଥଳରେ ପଡି  ରହିଥିବା ଜଣା ଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
*ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   09-Oct-2026
  ଜିଲ୍ଲା  
ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   09-Oct-2026
  ଜିଲ୍ଲା  
ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   09-Oct-2026
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026

You Might Also Like