-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||     

HOME   ଜିଲ୍ଲା

ରେଢ଼ାଖୋଲ କଦମ୍ବ ପଡ଼ିଆରେ ପ୍ରଣାମର ଶେଷ ସନ୍ଧ୍ୟାରେ କୁନି କଳାକାର ମାନଙ୍କ ଆକର୍ଷଣୀୟ ନୃତ୍ୟ

16-May-2022



ରେଢ଼ାଖୋଲ ( ଅନିଲ ପୃଷ୍ଟି )   ରେଢାଖୋଲ, କଦମ୍ବ ପଡିଆ ଭୀମ ଭୋଇ କଳା ମଣ୍ଡପ କଦମ୍ବ ପଡିଆ ଠାରେ ତିନି ଦିନ ଧରି ରେଢ଼ାଖୋଲ ପ୍ରଣାମ ଅନୁଷ୍ଠାନ ତରଫରୁ  ନୃତ୍ୟ,ଗୀତ,ଓ ଫେସନସୋ  ପ୍ରତିଯୋଗିତା ଆଜି ସମାପ୍ତ  ହୋଇଛି। ଏହି ଉତ୍ସବରେ  ମୁଖ୍ୟଅତିଥି ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ,ସମ୍ମାନିତ ଅତିଥି ,ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶ୍ରାବଣୀ ଭୋଇ ,ବିଜେଡି ଯୁବ ଛାତ୍ର ସଭାପତି ଶିବ ନନ୍ଦ ,ବିଜେଡି ନେତ୍ରୀ ଅପର୍ଣ୍ଣା ବାଘ ,ରେଢ଼ାଖୋଲ ପ୍ରଣାମ ସଭାପତି ସୁଶାନ୍ତ ନାଗ,ଏସ ବି ସେଭେନ ଏକାଡେମୀ ଅଧ୍ୟକ୍ଷା, ନୃତ୍ୟ ଗୁରୁ ପ୍ରଦୀପ ପ୍ରଧାନ,ସୋନୁ ମହାନନ୍ଦ, ସଙ୍ଗୀତ ବିଶାରଦ,ଶକୁନ୍ତଳା ନାଏକ,ରାମ କଥା ବାଚକ ଜୟନ୍ତ ମାହାର, ଯୋଗଦାନ କରି ମା ସରସ୍ଵତୀଙ୍କ ନିକଟରେ ପୂଜା ଅର୍ଚ୍ଚନା ପୂର୍ବକ କାର୍ଯ୍ୟକ୍ରମର ଅନ୍ତିମ ସନ୍ଧ୍ୟା ରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ  କରାଯାଇଥିଲା,, ।ମୁଖ୍ୟ ଅତିଥି ଙ୍କ ସ୍ୱାଗତ ଭାଷଣ ରେ କଳାସଂସ୍କୃତି ସମ୍ପନ ରେଢ଼ାଖୋଲ ଅଂଚଳରେ କଳାକାର ମାନଙ୍କ ଜୀବନ ଜୀବିକାର କିପରି ଉନ୍ନତି ଆସିବ ସେବିଷୟରେ କହିଥିଲେ। ଏହାପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ କରାଯାଇ ଥିଲା। ଚାଲିଥିବା ପ୍ରତିଯୋଗିତା  ବିଚାରକ ମଣ୍ଡଳୀ ସୁରଘୁଙ୍ଗୁର ସଭାପତି ସୁଶାନ୍ତ କୁମାର ନାଗ,ସୋନୁ ମହାନନ୍ଦ,ପ୍ରଦୀପ ପ୍ରଧାନ,ସଙ୍ଗୀତ ବିଶାରଦ ଶକୁନ୍ତଳା ନାଏକ,ରାମ କଥା ବାଚକ ଜୟନ୍ତ ମାହାର, ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ବୈଠାରୁ, ରଶିରଞ୍ଜନ ଖଡ଼ିରତ୍ନ,ଙ୍କୁ ପ୍ରଣାମ ଅନୁଷ୍ଠାନ ତରଫରୁ ମାନପତ୍ର ଦେଇ ମୁଖ୍ୟ ଅତିଥି ପ୍ରଦୀପ ପ୍ରଧାନ, ବୌଦ୍ଧ ପ୍ରଣାମ ସଭାପତି ଶ୍ରୀଯୁକ୍ତ ବସନ୍ତ ସାହୁ ,ସମ୍ପାଦକ ପ୍ରଶାନ୍ତ ଭାଇନା ସମ୍ମାନିତ କରିଥିଲେ ।ଏହା ସହିତ କୃଷ୍ଣଗୁରୁ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ବଜରଙ୍ଗ ବାଲୀ କୃଷ୍ଣଗୁରୁ ମଣ୍ଡଳୀ ଶିବଶଙ୍କର ପଡା, ଦ୍ୱିତୀୟ ରାଧେଶ୍ୟାମ କୃଷ୍ଣଗୁରୁ ମଣ୍ଡଳୀ ଶୁଣ୍ଢିମୁଣ୍ଡା ଷ୍ଟେସନ ପଡା,  ତୃତୀୟ ବୈରାଗୀ ଠାକୁର କୃଷ୍ଣଗୁରୁ ମଣ୍ଡଳୀ, ନୃତ୍ୟରେ ସର୍ବ କନିଷ୍ଠ ରେ ପ୍ରଥମ ସୁନେନା ନାଗ,ଦ୍ୱିତୀୟ ରିତ୍ଵିକ ପ୍ରଧାନ,ତୃତୀୟ ସାଇ ଶ୍ଲୋକ ବିଶ୍ୱାଳ, କନିଷ୍ଠ ରେ ଅଳପ ପ୍ରଧାନ ପ୍ରଥମ,ପାୟଲ ସିଂହ ଦେଓ,ସୋନାକ୍ଷୀ ମୁଣ୍ଡା, ବରିଷ୍ଠ ରେ ରୁଦ୍ର ନାରାୟଣ ଦୀପ,ଦ୍ୱିତୀୟ ସୁମନ ସାହୁ, ତୃତୀୟ ଋତୁସ୍ମିତା ସାହୁ ,ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ନିହାରିକା ମହାପାତ୍ର,ଦ୍ୱିତୀୟ ସନ୍ତୋସ୍ମିତା ବିଶ୍ୱାଳ,  ,ମଂଜିଲା ମିର୍ଧା,ତପସ୍ୱିନୀ ବେହେରା ଫେସନ ସୋରେ, ପ୍ରଥମ,ପୁରନେଶ୍ୱରୀ ଦେଓ,ଦ୍ୱିତୀୟ ପ୍ରିୟମ୍ବଦା ପଟନାଏକ,ସୁମନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ମନୋରମ କାର୍ଯ୍ୟକ୍ରମକୁ ବଦ୍ରିନାଥ ଡାଙ୍ଗ ଓ ଜୟନ୍ତ ମାହାରଙ୍କ ଦ୍ଵାରା ସଞ୍ଚାଳନ କରାଯାଇଥିବା ବେଳେ ବୌଦ୍ଧ ପ୍ରଣାମ ଅନୁଷ୍ଠାନ ର ପ୍ରଶାନ୍ତ ଭାଇନା, ସୁକାନ୍ତି ସିଂ, ପ୍ରିୟବ୍ରତ ବେହେରା, ଚନ୍ଦନ ବେହେରା,ସଚିନ ସିକୁ ନ ସାଗର,ସୁଧୀର ସୁନା,ପପୁନ,ସତ୍ୟ,ଉପସ୍ଥିତ ରହିଥିଲେ । ସର୍ବ ଶେଷରେ ଓଡ଼ିଶୀ ନୃତ୍ୟ ଗୁରୁ ପ୍ରଶାନ୍ତ ଭାଇନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026

You Might Also Like