-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||     

HOME   ଜିଲ୍ଲା

ମହାସମାରୋହରେ ପାଳିତ ହେଲା ଭଗବାନ ବୁଦ୍ଧ ଓ କ୍ରାନ୍ତିକବି ଭୀମଭୋଇଙ୍କ ଜନ୍ମଜୟନ୍ତୀ

16-May-2022



କର୍ଲାମୁଣ୍ଡା,(ପ୍ରଦିପ କୁମାର ସହୁ)
 ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତାର ରାସ୍ତା ଦେଖାଇବାରେ ବୁଦ୍ଧଙ୍କ ନୀତି ଓ ଆଦର୍ଶର ଆଜି ବି ପ୍ରାସଙ୍ଗିକତା ରହିଛି ! ସେହିପରି କ୍ରାନ୍ତିକବି ଭୀମ ଭୋଇଙ୍କ ମାନବବାଦୀ ସାହିତ୍ୟ ଓ ଦର୍ଶନ ଆମକୁ ପ୍ରେରିତ କରିଥାଏ ବୋଲି ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାସ୍ଥିତ ଗାନ୍ଧୀନଗରଠାରେ ଆୟୋଜିତ ଭଗବାନ ବୁଦ୍ଧଙ୍କ ତ୍ରିପାବନ ଉତ୍ସବ ଓ କ୍ରାନ୍ତିକବି ଭୀମଭୋଇଙ୍କ ଜନ୍ମଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଓଡ଼ିଶାର ଅଗ୍ରଣୀ ବୈଚାରିକ ଓ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କର୍ଲାମୁଣ୍ଡା ବ୍ଲକ ଶାଖା ଦ୍ବାରା ଆୟୋଜିତ ଏଇ ସମାରୋହରେ କଳାହାଣ୍ଡି ଜିଲ୍ଲାର ତେରଗୋଟି ବ୍ଲକ ଅଞ୍ଚଳରୁ ତିନି ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ! ଏଥିରେ ମୁଖ୍ୟଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଉପସଭାପତି ଟୁକୁମଣି ସୁନା, ସାଧାରଣ ସଂପାଦକ ଯତୀନ୍ଦ୍ର କର, ସଂପାଦକ ଶ୍ରୀବତ୍ସ ତାଣ୍ଡି, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, କଳା ଓ ସଂସ୍କ୍ରୁତି ବିଭାଗ ମୁଖ୍ୟ ମଧୁସୂଦନ ବାଗ, ଭବାନୀପାଟଣା ସଦର ବ୍ଲକ ସଭାପତି ସୂର୍ଯ୍ୟଦେବ ବାଗ, ମହିଳାନେତ୍ରୀ ରମଣୀ ଦୁରିଆ, ସମାଜସେବୀ ଦିନେଶ ନାଗ, ବହୁଜନ ସମାଜ ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଜଳନ୍ଧର ବେହେରା, ରିଷିଡ଼ା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶସ୍ବନୀ ଧରୁଆ, ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ, ରିଞ୍ଜା ସମିତିସଦସ୍ୟ ଆନନ୍ଦ ନାଗ ପ୍ରମୁଖ ଯୋଗ ଦେଇଥିଲେ ! ଏଥିରେ ମୁଖ୍ୟବକ୍ତା ଭାବେ ଗୁଣୁପୁର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତାମିଲ ପରାଶର, ସମ୍ମାନିତ ବକ୍ତା ଭାବେ ରୂପାଲୀ ମହାନନ୍ଦ ଏବଂ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପଦେଷ୍ଟା ଯୋଗେଶ୍ବର ସାଗର ଯୋଗ ଦେଇଥିଲେ ! ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଏଇ ବର୍ଣ୍ଣାଢ୍ୟ ସମାରୋହକୁ ମୀନକେତନ ସୁନା ପରିଚାଳନା କରିଥିଲେ ! ଏଥିରେ ଫେଡେରେସନର ଆଇନ ବିଭାଗ ଅତିରିକ୍ତ ମୁଖ୍ୟ
ସୂର୍ଯ୍ୟନାରାୟଣ କୁମାର, ସାମାଜିକ ବିଭାଗର ଅତିରିକ୍ତ ମୁଖ୍ୟ ଗିରିଜା ବେହେରା, ଶିକ୍ଷାବିଭାଗର ରତ୍ନାକର ବେମାଲ, ଯୁବବିଭାଗ ମୁଖ୍ୟ ତେଜରାଜ ବେହେରା, ଜିଲ୍ଲା ସଂପାଦକ ଜୟପ୍ରକାଶ ଜାଲ, ସଂଗଠକ ସୁଶୀଲ କୁମାର ବାଗ, ବଳରାମ ଦୁର୍ଗା, ଭବାନୀପାଟଣା ଉପଖଣ୍ଡ ଶିକ୍ଷା ବିଭାଗ ମୁଖ୍ୟ କାମଦେବ ବେଶ୍ରା, ସଂଗଠକ ଲବଣୀ ନାଏକ, ତୁଷାର ମହାନନ୍ଦ, ଉପଦେଷ୍ଟା ଉଦୟ କୁମାରଙ୍କ ସମେତ ବୌଦ୍ଧ ଧର୍ମାନୁସାରେ ବିବାହ କରିଥିବା ନବଦମ୍ପତି ପ୍ରେମାନନ୍ଦ ବେଶ୍ରା ଓ ପଦ୍ମାବତୀ ସୁନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଏଇ ଅବସରରେ ଫେଡେରେସନର କର୍ଲାମୁଣ୍ଡା ବ୍ଲକର କର୍ମକର୍ତ୍ତା  ସଚ୍ଚିଦାନନ୍ଦ ନାଏକ, ଗଭୀର ସୁନା,ଦଣ୍ଡପାଣି ନାଏକ, ଦଇତରାମ ନାଏକ, କମଳ କୁମାର, ଅଞ୍ଜୁ କୁମାର ସୁନା, ଥୟଚନ୍ଦ୍ର କୁମାର, ପ୍ରଭାକର କୁମାର, ଶରତଚନ୍ଦ୍ର ବାରିକ, ତ୍ରିଭୂବନ ନାଗ, ସତ୍ୟନାରାୟଣ କୁମାର, ବିଶିକେଶନ ସୁନା, ବିଜୟ ସୁନା, କମଳିନୀ ନାଏକ, ମଞ୍ଜୁ କୁମାର, ଜ୍ୟୋତ୍ସ୍ନାମୟୀ କୁମାର, ଶ୍ରୀୟାକାନ୍ତି କୁମାର, ପୁଷ୍ପାଞ୍ଜଳି ସୁନାଙ୍କ ସମେତ ଫେଡେରେସନର କର୍ଲାମୁଣ୍ଡା ବ୍ଲକର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ଆୟୋଜନ ସହିତ ପରିଚାଳନାରେ ସହଯୋଗ କରିଥିଲେ ! କାର୍ଯ୍ୟକ୍ରମରେ କାହ୍ନା କୁମାର, ସୁଶୀଲ କୁମାର, ନରେଶ ନାଏକ, ଗୋଲୁ ସୁନା, ବୁଲୁ ସୁନା ପ୍ରମୁଖ ସ୍ବାଗତ ସଙ୍ଗୀତ ଗାନ କରିଥିବାବେଳେ ଟୁକୁ ମଣୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ !


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026

You Might Also Like