-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||     

HOME   ଜିଲ୍ଲା

ଭୀମ ପାହାଡ଼ର ଐତିହାସିକ ପୃଷ୍ଠଭୂମି ଗବେଷଣା ହିଁ ନୂତନ ପରିଚୟ ସୃଷ୍ଟି କରିବ -ଗୁମ୍ଫା ସଂସ୍କୃତି ଏ ଅଞ୍ଚଳର ପରିଚୟ -ବୀରତାର ମୁକସାକ୍ଷୀ ‘ଭୀମପାହାଡ଼’

05-May-2022



ବଲାଙ୍ଗିର,- ଘଞ୍ଚ ଜଙ୍ଗଲ ଉପରେ ଅବସ୍ଥିତ ଭୀମ ପାହାଡ଼ ଆଜକୁ ପ୍ରାୟ ୩୦ ବର୍ଷ ପୂର୍ବେ ଏକ ଅଜଣା ସ୍ଥାନ ହୋଇ ରହିଥିଲା । ଭୀମ ପାହାଡ଼ରେ ଗୋଟେ ପରେ ଗୋଟେ ଗୁମ୍ଫାର ସନ୍ଧାନ ହେବା ପରେ ଧୀରେ ଧୀରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖା ଦେଇଥିଲା । ଆଦିବାସୀ ସଂସ୍କୃତି,ପରମ୍ପରା ଓ ଜୀବନ ଜୀବିକା ସହ ଜଡ଼ିତ ହୋଇଥିବା ଏହି ପାହାଡ଼ ଅନନ୍ୟ ଓ ସ୍ୱତନ୍ତ୍ର । ଗବେଷଣା ହିଁ ଏହାର ଅନେକ ରହସ୍ୟ ଖୋଲିବ ସ୍ଥାନୀୟ ଭୀମ ପାହାଡ଼ ପାଦଦେଶରେ ବୁଧବାର ଅନୁଷ୍ଠିତ ‘ଭୀମ ପାହାଡ଼ର ଐତିହାସିକ ପୃଷ୍ଠଭୂମି’ଶୀର୍ଷକ ସମ୍ପାନରେ ଗବେଷକମାନେ ମତ ଦେଇଛନ୍ତି ।  ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ପାନରେ ଲୋକ ସଂସ୍କୃତି ଓ ପରମ୍ପରା ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର,ଗବେଷକ ସାଲେଗ୍ରାମ ହୋତା, ଆଦିବାସୀ ସଂସ୍କୃତି ଗବେଷକ ରାଜୀବ ସଗରିଆ,କନ୍ଧ ସଂସ୍କୃତି ଗବେଷକ ଅଜିତ୍ ଭୋଇ,ଭୀମ ପାହାଡ଼ ମହୋତ୍ସବର ସଭାପତି ତଥା ଭୀମ ପାହାଡ଼ ଐତିହ ପ୍ରଚାରକ ପ୍ରମୋଦ ବହିଦାର,ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା,କୋଶଲୀ ଲୋକ ନୃତ୍ୟ ଏକାଡ଼େମୀର ପ୍ରତିଷ୍ଠାତା ଧରଣୀଧର ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ ।  ପ୍ରାରମ୍ଭରେ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମଣ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାନର ଆୟୋଜନ ସମ୍ପର୍କରେ ମତ ରଖିଥିଲେ । ଗବେଷକ ଶ୍ରୀ ସଗରିଆ ଶହ ଶହ ବର୍ଷ ପୂର୍ବରୁ କିଭଳି ଭୀମ ଯୋଗ ସୃଷ୍ଟି ହୋଇଥିଲା ଓ ୧୨ ଭୀମ ବୁଢା ସମ୍ପର୍କରେ ମତ ରଖିବା ସହ ଏ ଅଞ୍ଚଳର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ମତ ରଖିଥିଲେ । ଡ.ଶ୍ରୀ ମିଶ୍ର  ପାହାଡ଼,ଗୁମ୍ଫାରୁ ସୃଷ୍ଟି ଶଦ୍ଦ ବିଜ୍ଞାନ ଓ ଧନିପ୍ରତିଧ୍ୱନିର ଭୀମ ପାହାଡ଼ ଠାରେ ରହିଥିବା ସମ୍ପର୍କକୁ ପ୍ରାମାଣିକ ତଥ୍ୟ ଦେଇ ମା’ ବିନା ସୃଷ୍ଟିର  ପରିକଳ୍ପନା କରାଯାଇନପାରେ । ଗୁମ୍ଫା ସଂସ୍କୃତି ଏ ଅଞ୍ଚଳର ପରିଚୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସିପାହୀ ବିଦ୍ରୋହର ୪ ବର୍ଷ ପୂର୍ବରୁ ଭୀମ ପାହାଡ଼ ଏକ ଅଭେଦ୍ୟ ଦୂର୍ଗ ଭାବେ ପରିଗଣିତ ହେଉଥିଲା ।  ଚକରା ବିଶୋଇଙ୍କୁ ସୁରକ୍ଷା ପାଇଁ ଏହାକୁ ବ୍ୟବହାର କରାଯାଇଥିଲା । ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ପ୍ରଜାମେଳି ଓ ଆଟଗାଁର  ତତ୍କାଳୀନ ଜମିଦାର ଧରମ ସିଂ ମାନଧାତାଙ୍କ ବୀରତାର ଏହା ମୁକସାକ୍ଷୀ ବୋଲି ସମ୍ପାନରେ ମତପ୍ରକାଶ ପାଇଥିଲା । ଆଦି ପରମ୍ପରାର ଏହି ମହାନ ଐତିହସ୍ଥଳୀ ଯେଉଁ ଭଳି ଏହାର ରକ୍ଷଣା ବେକ୍ଷଣ ଓ ଗବେଷଣା ହେବା କଥା ଆଜି ଯାଏଁ ହୋଇପାରି ନାହିଁ । ବର୍ତ୍ତମାନ ସୁଦ୍ଧା ୬୪ଟି ଗୁମ୍ଫାର ସନ୍ଧାନ ହୋଇଥିବା ବେଳେ ଏହାରି ପରିସୀମାରେ ଆହୁରି ଅନେକ ଗୁମ୍ଫାର ସନ୍ଧାନ ହୋଇପାରିବ । ଏଥିରେ କୌଣସି ଦ୍ୱିମତ ନାହିଁ । ଗବେଷଣା ହେଲେ ଏହାର ଆହୁରି ଅନକେ ରହସ୍ୟମୟ ତଥ୍ୟ ଲୋକସମ୍ମୁଖକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଥିଲା ।ଏହି ସମ୍ପାନରେ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ ଜନ ପ୍ରତିନିଧି,ବୁଦ୍ଧିଜୀବୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ଯୁବ ଗବେଷକ, ଏସଏଚଜି ମହିଳାମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଆୟୋଜକ କମିଟିର ସଭାପତି ଶ୍ରୀ ବହିଦାର ଧନ୍ୟବାଦ ଦେଇଥିଲେ ।   


News Comment




Photo in News

Advertisment
Lastest News
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026

You Might Also Like