-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ନର୍ଲ୍ଲ / (ସଞ୍ଜୀବ ଦାସ)
ବିଶ୍ଵ ପାଇଖାନା ଦିବସ ପାଳନ ଅବସର ରେ ୱାଲଡ ଭିଜନ ପକ୍ଷ ରୁ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଏକ ପ୍ରଚାର ରଥ ର ଶୁଭା ରମ୍ଭ କରାଯାଇଛି। ନର୍ଲା ବ୍ଲକ ଅନ୍ତର୍ଗତ ୧୧ ଟି ପଞ୍ଚାୟତ ର ୭୫ ଖଣ୍ତ ଗାଁ କୁ ଏହି ରଥ ଯାଇ ଲୋକଙ୍କୁ ସଚେତନ କରିବ ।ରଥର ଶୁଭାରମ୍ଭ କରିଥିଲେ ନର୍ଲା ବ୍ଳକର ଅତିରିକ୍ତ ଵିଡିଓ ଦେବେନ୍ଦ୍ର କୁମାର ସାମଳ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମାହାନ୍ତ ସହାୟକ ଯନ୍ତ୍ରୀ ବାସୁଦେବ ମହାରଣା ଉପସ୍ଥିତ ଥିଲେ।