-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ବଲାଙ୍ଗୀର(ପ୍ରେରଣା ଖବର) - ଜିଲ୍ଲାବ୍ୟାପୀ ଆଗାମୀ ତା ୨୯ ଦିନ ଘରୋଇ ବସ୍ ସେବା ଚାଲୁ ରହିବ ଓ ସମସ୍ତ ବସ୍ ଚଳାଚଳ କରିବ ବୋଲି ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା ଜଣାଇଛନ୍ତି । ଜିଲ୍ଲାର ସମସ୍ତ ବସ୍ ଯାତ୍ରୀ ମାନଙ୍କ ସୁବିଧା ଓ ବିବାହ ଆଦି ସାମାଜିକ କାର୍ଯ୍ୟକ୍ରମ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।