-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||     

HOME   ଜିଲ୍ଲା

ପୁଣି ବିଜେଡ଼ି ଦଖଲରେ ବିନିକା ପୌର ପରିଷଦ,ସୁବାସ ଅଧ୍ୟକ୍ଷ ୧୨ୱାର୍ଡ ରୁ ୧୧ଟିରେ ବିଜେଡ଼ି ଓ ଗୋଟିଏରେ ବିଜେପି

27-Mar-2022



ବିନିକା(ହିମାଂଶୁ ଶେଖର ପୁଟେଲ) ଦୀର୍ଘ ୧୫ବର୍ଷ ଧରି ବିଜୁ ଜନତା ଦଳ କବଜାରେ ଥିବା ବିନିକା ପୌର ପରିଷଦ ପୁଣି ଥରେ ୫ବର୍ଷ ପାଇଁ ବିଜେଡ଼ି ଦଖଲ କରିବାରେ ସଫଳ ହୋଇଛି ।୧୨ଗୋଟି ୱାର୍ଡ ବିଶିଷ୍ଟ ବିନିକା ଏନଏସିର ୧ନଂ ରେ ବିଜେଡ଼ି ପ୍ରାର୍ଥୀନୀ କଳ୍ପନା ଦୀପ,୩ନଂ ରେ କୁନି ଚିରଗୁଣ,୧୦ନଂ ରେ ଆଶାରାଣୀ ପଣ୍ଡା ପ୍ରମୁଖ ନିର୍ବାଚନ ପୂର୍ବରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବାକି ୯ଟି ୱାର୍ଡରେ କାଉନସିଲର ପାଇଁ ଏବଂ ୧୨ଟି ଯାକ ୱାର୍ଡରେ ନଗରପାଳ ଆସନ ସକାଶେ ହୋଇଥିବା ନିର୍ବାଚନ ଗଣତି ପରେ ୮ଟିରେ ବିଜେଡ଼ି ପ୍ରାର୍ଥୀ ପ୍ରାର୍ଥୀନୀ ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟ ହୋଇଛନ୍ତି ।ଏଥର ଅଧ୍ୟକ୍ଷ ପଦ ସିଧାସଳଖ ଲଢେ଼ଇ ହୋଇଥିବାରୁ ବିଜେଡ଼ିର ସୁବାସ ଚନ୍ଦ୍ର ଭୋଇ ସମସ୍ତ ୱାର୍ଡରୁ ୫୬୧୫ଖଣ୍ଡ ଭୋଟ ପାଇ ବିଜୟୀ ମୁକୁଟ ପିନ୍ଧି ଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ବିଶ୍ଵାମିତ୍ର ଭୋଇ ୨୮୦୩ ଖଣ୍ଡ,କଂଗ୍ରେସର ଅନିଲ କୁମାର ନାଏକ ୧୦୨୨ ଖଣ୍ଡ ଭୋଟ ପାଇଥିଲେ ।ସେହିପରି ୨ନଂ ୱାର୍ଡରେ ବିଜେଡ଼ିର କାଉନସିଲର ପ୍ରାର୍ଥୀ ବୈରାଗୀ ପ୍ରଧାନ ୪୭୮ ଖଣ୍ଡ,ବିଜେପିର ରାଜ କୁମାର ସେବକ ୨୫୨ଖଣ୍ଡ ଭୋଟ ପାଇଥିଲେ । ୪ନଂ ୱାର୍ଡରେ ବିଜେଡ଼ିର ଜିତେନ୍ଦ୍ର ମଲ୍ଲିକ ୩୭୭ଖଣ୍ଡ,କଂଗ୍ରେସର ଗୋବିନ୍ଦା ଝାଙ୍କର ୨୨୮,ବିଜେପିର ଟିକୁନ ମହାଳିଙ୍ଗ ୫୨,ସ୍ଵାଧୀନ ଦଳର ଗୋପାଳ ମହାନ୍ତି ୬୨ଖଣ୍ଡ ଭୋଟ ପାଇଥିଲେ ।୫ନଂ ୱାର୍ଡରେ ବିଜେପିର ଗୋପାଳ କୃଷ୍ଣ ମହାଲୀଙ୍ଗ ୧୪୯,ବିଜେଡ଼ିର ପ୍ରତିମା ଦୀପ ୧୨୯,କଂଗ୍ରେସର ବିରବଲ ବେହେରା ୧୧୪,ସ୍ଵାଧୀନ ଦଳର ଗୁରୁବାରି ସେଠ ୫୫ଖଣ୍ଡ ଭୋଟ ପାଇଥିଲେ ।୬ନଂ ୱାର୍ଡରେ ବିଜେଡ଼ିର ବିଜୟ ବରାଇ ୩୯୧,କଂଗ୍ରେସର ଉମାକାନ୍ତ ଦୀପ ୨୭୯,ବିଜେପିର

ସନ୍ତୋଷ ଅଗ୍ରୱାଲ ୧୪୦ଖଣ୍ଡ,ଭୋଟ ପାଇଥିଲେ। ୭ନଂ ୱାର୍ଡରେ ବିଜେଡ଼ିର ରେଣୁକା ବରାଇ ୩୯୧,ବିଜେପିର ସୁରପ୍ରୀୟା ନେପାକ ୨୩୭ ଭୋଟ ପାଇଥିଲେ । ୮ନଂ ୱାର୍ଡରେ ବିଜେଡ଼ିର ପ୍ରଦୀପ ବାଘ ୪୫୨,ବିଜେପିର ନାରାୟଣ ନାଏକ ୩୧୨ଖଣ୍ଡ ଭୋଟ ପାଇଥିଲେ । ୯ନଂ ୱାର୍ଡରେ ବିଜେଡ଼ିର ବୈଜୟନ୍ତୀ କଟୁଆଲ ୪୬୫,ବିଜେପିର ପିଙ୍କି ସେଠ ୩୮୫ ଖଣ୍ଡ ଭୋଟ ପାଇଥିଲେ ।୧୧ନଂ ୱାର୍ଡରେ ବିଜେଡ଼ିର ବିକାଶ କର୍ଣ୍ଣ ୫୬୧,ବିଜେପିର ପ୍ରଫୁଲ୍ଲ ବଘାର ୪୭୨,ସ୍ଵାଧୀନ ଦଳର ଦେବେନ୍ଦ୍ର ଜଗଦଲା ୧୦୩ଖଣ୍ଡ ଭୋଟ ପାଇଥିଲେ ।୧୨ନଂ ୱାର୍ଡରେ ବିଜେଡ଼ିର ପୂର୍ବତନ ଉପାଧକ୍ଷା ତପସ୍ଵିନୀ ମେହେର ୭୨୮,ବିଜେପିର ଚନ୍ଦ୍ରମା ଅଗ୍ରୱାଲ ୩୪୦ଖଣ୍ଡ ଭୋଟ ପାଇଥିବା ବେଳେ ସର୍ବମୋଟ ୧୨୭ଖଣ୍ଡ ଭୋଟ ନୋଟା ସପକ୍ଷରେ ଯାଇଥିଲା ।ତେବେ ବିଜେଡ଼ିର ନିର୍ବାଚିତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସମେତ ସମସ୍ତ ବିଜୟୀ କାଉନସିଲର ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ୱାର୍ଡ ନଂ ୨,୧୦,୧୧ ରେ ଶୋଭାଯାତ୍ରା କରିଥିଲେ ।ଏଥିରେ ତାଙ୍କ ସମର୍ଥକଙ୍କ ସହ ଶତାଧିକ ଭୋଟର ସାମିଲ ହୋଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026

You Might Also Like