-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ଗାଁ ବନ୍ଦୋବସ୍ତ କଲେ ଦେବୀ , ମାଁ ଦ୍ବାରସେହ୍ନୀଙ୍କ ନିର୍ଦ୍ଦେଶ ମାନି ବୁଧବାର ରାତି ୮ ଟାରୁ ଗୁରୁବାର ସକାଳ ୫ ଟା ପର୍ଯ୍ୟନ୍ତ ଲୋକେ ଘରେ ରହିଲେ । ଲକଡାଉନ ରୁ ବି ଅଧିକ ମାନିଲେ ଲୋକେ

04-Mar-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଗାଁ ବନ୍ଦୋବସ୍ତ କାର୍ଯ୍ୟକ୍ରମ ସରିଛି । ମାଁ ଦ୍ବାରସେହ୍ନୀଙ୍କ ନିର୍ଦ୍ଦେଶ ମୁତାବକ ସିନ୍ଧେକେଲା ବାସୀ ବୁଧବାର ରାତି ୮ ଟାରୁ ଗୁରୁବାର ସକାଳ ୫ ଟା ପର୍ଯ୍ୟନ୍ତ ନିଜ ନିଜ ଘରେ ରହି ଗାଁ ଲୋକଙ୍କ ସୁଃଖ ଶାନ୍ତି ପାଇଁ ଦୈବିକ କାର୍ଯ୍ଯରେ ସହଯୋଗ କରିଥିଲେ। ବୁଧବାର ସକାଳୁ ମାଁ ଦ୍ବାରସେହ୍ନୀଙ୍କ ମନ୍ଦିର ସାମ୍ନାରେ ଥିବା ବାଣୀଭଗାର ପୋଖରୀ ରେ ଥିବା ମାଁ ଗଙ୍ଗାଦି ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଚଣ୍ଡିପାଠ ସହ ହୋମଯଜ୍ଞ ହୋଇଥିଲା। ରାଜା ଅରୁଣ ସିଂହଦେଓ କର୍ତ୍ତା ଦାୟିତ୍ବ ତୁଲାଇ

ଥିବାବେଳେ ପଣ୍ଡିତ ଉମାଶଙ୍କର ତ୍ରିପାଠୀ ଅନ୍ଯ ସହଯୋଗୀଙ୍କ ସହ ପୁଜାକାର୍ଯ୍ଯ ତୁଲାଇଥିଲେ। ପୁଜା ସରିବାପରେ ମାଁ ଦ୍ବାରସେହ୍ନୀଙ୍କ ଆଦେଶ ମୁତାବକ ମାଁ ଗଙ୍ଗାଦି ଠାକୁରାଣୀ ସମସ୍ତ ମନ୍ଦିର ସେବାୟତ ମାନଙ୍କ ସହ ଗାଁ ବନ୍ଦୋବସ୍ତ କାର୍ଯ୍ୟକ୍ରମ ରେ ବାହାରିଥିଲେ । ଏହି ସମୟରେ ସିନ୍ଧେକେଲାର ସମସ୍ତ ଜନସାଧାରଣ ଘର ବନ୍ଦ ରଖି ନିଜ ଘରେ ରହିଥିଲେ। ରାତି ତମାମ ବିଭିନ୍ନ ଦିଗକୁ ଯାଇ ଗାଁକୁ ଆସି ଯାଇଥିବା ଦେବାଦେବୀଙ୍କୁ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପୁଜାପାଠ ହୋଇଥିଲା ଏବଂ ସେହି ଦିଗକୁ ମନ୍ତ୍ର ଦ୍ବାରା ବନ୍ଧନ କରାଯାଇଥିଲା । ଏହି ବନ୍ଦୋବସ୍ତ କାର୍ଯ୍ୟକ୍ରମ ୧୨ ବର୍ଷ ପରେ ଅନୁଷ୍ଠିତ ହୋଇଛି। ଅଞ୍ଚଳର ଲୋକଙ୍କ ବିଶ୍ୱାସ ଯେତେବେଳେ ଅପବିତ୍ର ଦେବା ଦେବୀଙ୍କ ପ୍ରବେଶ ଗାଁରେ ହୋଇଥାଏ ସେତେବେଳେ ଗାଁରେ ବିଭିନ୍ନ ରୋଗ ଲାଗି ରହିଥାଏ, ଅଞ୍ଚଳରେ ବର୍ଷାଭାବ ଯୋଗୁଁ ଚାଷ ପ୍ରଭାବିତ ହୁଏ, ଅକାଳରେ ଲୋକେ ମୃତ୍ଯୁବରଣ କରିଥାନ୍ତି। ଏମିତି ହେଲେ ଗାଁ ବନ୍ଦୋବସ୍ତ କରାଯାଏ ବୋଲି ବିଶ୍ଵାସ ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026

You Might Also Like