-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   (08-Sep-2026)       ||      ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   (08-Sep-2026)       ||      ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   (08-Sep-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||     

HOME   ଜିଲ୍ଲା

ପ୍ରଶାନ୍ତ ପାଇବେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର

02-Mar-2022



କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମର ଚିତ୍ରସେନ ଦାଶଙ୍କ ପୁଅ ତଥା ଖ୍ୟାତନାମା ଯୁବ କବି ପ୍ରଶାନ୍ତ କୁମାର ଦାଶଙ୍କ ନାମ ୨୦୨୧ ମସିହା ପାଇଁ ସମ୍ମାନଜନକ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ତାଲିକାରେ ସ୍ଥାନ ପାଇଛି । ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ତରଫରୁ ପ୍ରତିବର୍ଷ ପରି ଚଳିତ ଥର ପାଇଁ ମଧ୍ୟ ଯୁବ ଲେଖକ ପୁରସ୍କାର ତାଲିକା ଘୋଷିତ ହୋଇଛି । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକଙ୍କୁ ନିଜର ମୌଳିକ ପାଣ୍ଡୁଲିପି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ଯୁବକବି ପ୍ରଶାନ୍ତ କୁମାର ଦାଶ ତାଙ୍କର ପାଣ୍ଡୁଲିପି 'ମା ମୋତେ କ୍ଷମା କରିଦେବୁ' ପାଇଁ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର-୨୦୨୧ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏପରି ଏକ ସାହିତ୍ୟ ଅନୁଷ୍ଠାନରୁ ତାଙ୍କ ଲେଖା ପାଇଁ ଏତେ ବଡ ସମ୍ମାନ ମିଳିଥିବାରୁ ବିଭିନ୍ନ ମହଲରୁ ପ୍ରଶାନ୍ତଙ୍କୁ ଶୁଭେଚ୍ଛା ଲହରୀ ଛୁଟୁଛି । କର୍ଲାମୁଣ୍ଡା ପ୍ରେସ କ୍ଲବ, ନିର୍ଝରିଣୀ ସାହିତ୍ୟ ସଂସଦ, ରିଷିଡା, ସାହିତ୍ୟ ଓ ସଂସ୍କୃତି ପରିଷଦ, କର୍ଲାମୁଣ୍ଡା ପକ୍ଷରୁ ଶ୍ରୀ ଦାସ ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି l

 


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ପରବାସୀ ସମ୍ମାନ ୨୦୨୬ ଘୋଷିତ ଚାରି ବର୍ଗରେ ୪ ପ୍ରତିଭାଙ୍କୁ ସମ୍ମାନିତ କରିବ ‘ପରବାସୀ କୁଟୁମ୍’   08-Sep-2026
  ଜିଲ୍ଲା  
ଭୁବନପଲ୍ଲୀ ଗ୍ରାମପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୩ଟି ଅଭିଯୋଗ ପଞ୍ଜୀକୃତ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   08-Sep-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026

You Might Also Like