-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Feb-2022
ବୌଦ୍ଧ (ପ୍ରେରଣା ଖବର) : ବୌଦ୍ଧର ଜଣେ ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ସାହିଲ ମହାପାତ୍ର ୟୁକ୍ରେନ ର ରାଜାଧାନୀ ରେ ଅନେକ ସମସ୍ୟାରେ ଅଛନ୍ତି । ସେଠାରୁ ସେ ଭିଡିଓ କଲ ଜରିଆରେ ଗଣମାଧ୍ୟମକୁ ନିଜର ସମସ୍ୟା ଜଣାଇବାକୁ ଚାହୁଁଛନ୍ତି । ସିଦ୍ଧାର୍ଥ ଙ୍କ ପିତା ପ୍ରଶାନ୍ତ ମହାପାତ୍ର ବୌଦ୍ଧ କଲେଜର ପୂର୍ବତନ ଅଧ୍ୟକ୍ଷ ହୋଇଥିବା ବେଳେ ମାତା ଗୀତା ରାଣୀ ମହାପାତ୍ର ଜଣେ ଅଧ୍ୟାପିକା ଅଟନ୍ତି l ସମସ୍ତ ବନ୍ଧୁ ଙ୍କୁ ଅନୁରୋଧ ସିଦ୍ଧାର୍ଥ ଙ୍କ ମୋବାଇଲ ନମ୍ବର ୩୮୦୯୫୪୫୭୬୫୩୨ ରେ ତାଙ୍କ ସହ କଥା ହୋଇ ସାହାଯ୍ଯ କରିବାକୁ ଅନୁରୋଧ କରାଯାଇଛି l