-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
15-Feb-2022
ଢେଙ୍କାନାଳ: ଆଜି ମାଘ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପ୍ରାତଃ ବ୍ରାହ୍ମମୁହୂର୍ତ୍ତରୁ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘମେଳା ସଂଧ୍ୟା ୫.୩୦ ମିନିଟ୍ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବାର ସୂଚନା ରହିଛି । ସାରା ଵିଶ୍ଵ ଜଗତର କଲ୍ୟାଣ ନିମନ୍ତେ ଭକ୍ତ ମାନଙ୍କ ମଙ୍ଗଳ ପାଇଁ ମହିମା ପ୍ରଭୁଦ୍ଧ ଗୁରୁଙ୍କୁ ଵଳକଳଧାରୀ ସାଧୁ ସଧନ୍ୟାସୀମାନେ ସେଠାରେ ପହଂଚି ଝାଡ଼ଦୀପ ପ୍ରଜ୍ୱଳନ କରିବେ ବୋଲି ସୂଚନା ରହିଛି ।ଏଵର୍ଷ କୋଭିଡ କଟକଣା ନିୟମ ଅନୁଯାୟୀ ମାଘ ମେଲା ଅନୁଷ୍ଠିତ ହୋଯାଇଛି।ମୁଖ୍ୟ ମନ୍ଦିର ଭିତରେ ଖାଲି ଖାଲି ଖା ଖା ଲାଗୁଛି । ମହିମା ପ୍ରଭୁଙ୍କ ଆଶୀର୍ବାଦ ପ୍ରଦାନ କରିଛନ୍ତି।ଭୀମ ଭୋଇ ଙ୍କୁ ଭିମଭୋଇ ଜଗତର କଲ୍ୟାଣ ନିମନ୍ତେ କହିଛନ୍ତି "ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ ଅଵା ସହୁ ମୋ ଜୀବନ ପଛେ ନର୍କେ ପଡି ଥାଉ ଜଗତ ଉଦ୍ଧାର ହେଉ" ଵୋଲି ଵର୍ଣ୍ଣନ।କରିଛନ୍ତି।ତାହା ଏପର୍ଯ୍ୟନ୍ତ ସାରାଵିଶ୍ଵ ରେ ମନେ ପକାଉଛନ୍ତି ଭୀମ ଭୋଇଙ୍କୁ l