-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||     

HOME   ଜିଲ୍ଲା

ଯଶୋବନ୍ତି ବଘାରଙ୍କ ପାଇଁ ନରସିଂହଙ୍କ ନିର୍ବାଚନ ପ୍ରଚାର ନାରୀ ସଶକ୍ତକରଣ ପାଇଁ କଂଗ୍ରେସ ସପକ୍ଷରେ ଭୋଟ କରନ୍ତୁ ଜନତା- ନରସିଂହ

06-Feb-2022



ବଲାଙ୍ଗିର, - ଜଣେ ନାରୀ ସଶକ୍ତ ହେଲେ ତାର ଉଭୟ ପରିବାରକୁ ବଳ ମିଳେ, ଏହା ସର୍ବବିଦିତ । ଝିଅ, ଭଉଣି, ମାଁ, ବୋହୁ, ଶାଶୁ ଆଦି ସବୁ ରୁପରେ ଜଣେ ନାରୀ ତାର ପରିବାର ଓ ପରିଚିତଙ୍କ ମଙ୍ଗଳ ପାଇଁ ଆଜିବନ ଚେଷ୍ଟାରତ ରୁହେ ।  ସେଥିପାଇଁ ଆବାହମାନ କାଳରୁ ନାରୀଙ୍କୁ ଜଗତମାତା, ଶିକ୍ଷା ଦାତ୍ରୀ, ଶକ୍ତି ସ୍ୱରୁପା ଆଦି ଆକ୍ଷ୍ୟା ଦିଆଯାଇଛି । ଯାହା ସେହି ସମୟରୁ ଆମ ସମାଜରେ ନାରୀର ସମ୍ମାନ ମହତ୍ୱ ପ୍ରମାଣ କରୁଛି । କିନ୍ତୁ ମାଁ କୁ ସମ୍ମାନ ଓ ବେଟି ବଚାଓ ନାରା ଦେଇ ଗାଦି ହାତେଇ ଥିବା ଉଭୟ ସରକାରୀ ଦଳ ନାରୀଙ୍କୁ ସେହି ସମ୍ମାନ ଓ ମର୍ଯ୍ୟାଦା ଦେବା ତ ଦୁରେ ଥାଉ ସେମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ କରିବାରେ ମଧ୍ୟ ଫେଲ ମାରିଛନ୍ତି । ବିଗତ ଦିନର ଅନେକ ବହୁ ଚର୍ଚ୍ଚିତ ଘଟଣା ନାରୀଙ୍କ ପାଇଁ ସେମାନଙ୍କ ବିଚାର ଜନମାନସରେ ସ୍ପଷ୍ଟ ହୋଇଛି । ତେବେ ନିର୍ବାଚିତ ସରକାର ଓ ନେତାମାନେ ଯେତେବେଳେ ନାରୀ ଅତ୍ୟାଚାରରେ ସାମିଲ ହେବେ, ଦୋଷିଙ୍କ ପ୍ରତି ଆଖି ବୁଜି ଦେବେ ସେତେବେଳେ ନାରୀ ଜାତିଙ୍କୁ ହିଁ ଏମାନଙ୍କ ସର୍ବନାଶ କରିବାକୁ ହେବ ।  ତେବେ ଏହି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନରେ ନାରୀ ଜାତିଙ୍କ ଉପରେ ହୋଇଥିବା ଅକଥନିୟ ଅତ୍ୟାଚାର ର ଜବାବ ଦେବାର ସଠିକ ସମୟ । ଅଂଚଳରେ ନାରୀ ସଶକ୍ତିକରଣ ପାଇଁ ନାରୀ ଜାତି ଏକ ହୋଇ ଜଣେ ଦକ୍ଷ ନାରୀ ସପକ୍ଷରେ, କଂଗ୍ରେସ ସପକ୍ଷରେ ଜନାଦେଶ ଦିଅନ୍ତୁ ବୋଲି ଆଜି ଜୋନ ନଂ ୨୨ କଂଗ୍ରେସ ନେତ୍ରୀ ଯଶୋବନ୍ତି ବଘାରଙ୍କ ପାଇଁ ସଦର ବ୍ଲକ ହର୍ଡାଟାଲ ଠାରେ ନିର୍ବାଚନ ପ୍ରଚାର ସମୟରେ ଜନତାଙ୍କୁ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଗତ ଦିନରେ ସାରା ଦେଶରେ ନାରୀ ନିର୍ଯ୍ୟାତନା ବଢିଛି । ନାରୀ ସପକ୍ଷରେ ମିଛ ନାରା ଦେଉଥିବା କେନ୍ଦ୍ରର ବିଜେପି ସରକାର ବିଭିନ୍ନ ଘଟଣାରେ ନିଜ ନେତାଙ୍କୁ ଘଣ୍ଟ ଘୋଡାଇବାର ପ୍ରାୟାସ କରି ବିଫଳ ହୋଇଛି । ଠିକ ସେହିପରି ନାରୀ ନିର୍ଯ୍ୟାତନାରେ ଆମ ରାଜ୍ୟ ଓଡିଶା ସାରା ଦେଶ ଦ୍ୱିତିୟ ସ୍ଥାନରେ ଥିବା ବେଳେ ଜନସଂଖ୍ୟା ଅନୁପାତରେ ଦେଶର ପ୍ରଥମ ରହିଛି । ରାଜ୍ୟର ବିଜେଡି ସରକାରର କାର୍ଯ୍ୟକଳାପ ମଧ୍ୟ ତଦ୍ରୁପ ରହିଛି । ସଦ୍ୟ ଘଟିିଥିବା ମମିତା ହତ୍ୟାକାଣ୍ଡ ହେଉ କି ଦିର୍ଘ ଆଠ ବର୍ଷ ହେବ ଚାର୍ଜସିଟ ଦାଖଲ ହୋଇନଥିବା ସ୍ନେହଲତା ଘଟଣା ଏମାନଙ୍କ କଦର୍ଯ୍ୟ ମାନସିକତା ସ୍ପଷ୍ଟ କରିଛି । ଏଣୁ, ନାରୀ ଜାତି ଆଗେଇ ଆସି ଏଥର ନିର୍ବାଚନରେ ଦେଶ, ଜାତି ଓ ଅଂଚଳ ଉନ୍ନତି ପାଇଁ କଂଗ୍ରେସ ଦଳ ସପକ୍ଷରେ ଜନାଦେଶ କରନ୍ତୁ । ନାରୀ ଜାତି ଶିକ୍ଷିତ ଓ ସଶକ୍ତ ହେବାରେ ଭଗିଦାର ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ଜନତାଙ୍କୁ ସଚେତନ କରିଛନ୍ତି । 


News Comment




Photo in News

Advertisment
Lastest News
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026

You Might Also Like