-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
କଟକ(ପ୍ରେରଣା ଖବର) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ ତରଫରୁ ଶିଶୁ ଶେଷଣ ଶିର୍ଷକ ଆଲେଚନା ଚକ୍ର, କଟକ, ରାଜାବଗିଚା ସ୍ଥିତ ,ଲେବର କଲୋନୀରେ ଏକ କାର୍ଯ୍ୟକ୍ରମ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ମୀରା ବେଉରା ସଭାପତିତ୍ୱ କରି ଛେଟ ଛେଟ ଛାତ୍ରଛାତ୍ରୀ ମାନଙ୍କୁ ,ଶିଶୁ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟଚାର ବିଷୟରେ ସଚେତନ କରାଇ ଥିଲେ ଓ ଗାନ୍ଧିଜୀଙ୍କ ଆଦାର୍ଶ ବିଷୟରେ ବୁଝାଇ ଥିଲେ ।ଏହି କାର୍ଯ୍ୟକ୍ରମରେ ଡ.ବୈଜୟନ୍ତି ମାଳା ଖଟୁଆ ସହେଯୋଗ କରିଥିଲେ ଓ ଶିକ୍ଷାବିତ ଶୁଭଶ୍ରୀ ସେଠୀ,ଜୟଶ୍ରୀ ରଥ ଓ ଅମୃତ ରାଜ ବେହେରା ପରିଚାଳନା କରିଥିଲେ । ସର୍ବଶେଷରେ ସମ୍ପାଦକ ଡ. ବିଭୁଦତ୍ତ ଖଣ୍ଡାୟତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।