-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||     

HOME   ଜିଲ୍ଲା

ଦେଓଗାଁ ବ୍ଲକ ଜୋନ ୧୨ରେ ନରସିଂହଙ୍କ ନିର୍ବାଚନ ପ୍ରଚାର- ଲୋକଙ୍କ କାମ କରୁ ନଥିବା ନେତାଙ୍କୁ ଏଥର ବରଖାସ୍ତ କରନ୍ତୁ ଜନତା- ନରସିଂହ

05-Feb-2022



ଦେଓଗାଁ ବ୍ଲକ ଜୋନ ୧୨ରେ ନରସିଂହଙ୍କ ନିର୍ବାଚନ ପ୍ରଚାର-
ଲୋକଙ୍କ କାମ କରୁ ନଥିବା ନେତାଙ୍କୁ ଏଥର ବରଖାସ୍ତ କରନ୍ତୁ ଜନତା- ନରସିଂହ
ବଲାଙ୍ଗିର, - ଗ୍ରମାଞ୍ଚଳର ଉନ୍ନତି ଉପରେ ସାରା ରାଜ୍ୟ ତଥା ଦେଶର ଉନ୍ନତି ନିର୍ଭର କରେ । ଏହି ତ୍ରିସ୍ତରିୟ ନିର୍ବାଚନରେ ଲୋକେ ଗ୍ରାମଞ୍ଚଳର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରତିନିଧି ନିର୍ବାଚିତ କରନ୍ତି । ଦିର୍ଘ ପାଞ୍ଚ ବର୍ଷର ଅପେକ୍ଷା ପରେ ପୁଣି  ଗୁରୁତ୍ୱପୁର୍ଣ୍ଣ ନିର୍ବାଚନୀ ସମୟ ଆସିଛି । ଯାହା ଆଗାମୀ ପାଞ୍ଚ ବର୍ଷ ପାଇଁ ଗ୍ରାମାଞ୍ଚଳର ଭବିଷ୍ୟତ ନିର୍ଦ୍ଧାରିତ କରିବ । ଗତ ଥର ପଞ୍ଚାୟତ ନିର୍ବାଚିନରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ରାଜନୈତିକ ଦଳ ଲୋକଙ୍କ ଭୋଟ ହାତେଇ ଅଂଚଳ ପାଇଁ କାମ କରି ନାହାନ୍ତି, ସେମାନଙ୍କୁ ଚିହ୍ନନ୍ତୁ ଜନତା । ଲୋକଙ୍କ ପାଇଁ କାମ କରୁ ନଥିବା ନେତା ତଥା ଦଳକୁ ଜନତା ଏଥର ବରଖାସ୍ତ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଜୋନ ନଂ ୧୨ ଅନ୍ତର୍ଗତ ହାତିଶରା, ନାଇକେନଶିରା, ସାରସବାହାଲ, କୁତୁର୍ଲା, ମୁର୍ସିଙ୍ଗ, ସିକୁଆଁ, ସିଲେଟକାନି ଓ କରୁଆଁଝର ଗ୍ରାମବାସୀଙ୍କୁ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି ।  ଦେଓଗାଁ ବ୍ଲକ ୧୨ର କଂଗ୍ରେସ ପ୍ରାଥିନୀ କବିତା ଭୋଇଙ୍କ ପାଇଁ  ଘର ଘର ବୁଲି ଭୋଟ ପ୍ରଚାର କରିବା ସମୟରେ ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ପୁର୍ବରୁ ସମସ୍ତ ରାଜନୈତିକ ଦଳ ତଥା ନେତା ସଂପୃକ୍ତ ଅଂଚଳର ଜନ ସମସ୍ୟା ଚିହ୍ନଟ କରି ତାହକୁ ନିଜର ନିର୍ବାଚନ ପ୍ରଚାର ବା ପ୍ରତିଶୃତି ପତ୍ର ସ୍ଥାନିତ କରାନ୍ତି । ଜନତାର ବିଶ୍ୱାସ ଜିତି ନିର୍ବାଚିତ ହେଲା ପରେ ସେମାନେ ଅତି କମରେ ସେହି ପ୍ରତିଶୃତି ପୁରଣ କରିବା ଅନିବାର୍ଯ୍ୟ । କିନ୍ତୁ ଗତ ଥର ନିର୍ବାଚିତ ହୋଇଥିବା କିଛି ଦଳ ତଥା ନେତା ତାହକୁ ପୁରଣ କରିବା ତ ଦୁର ବିଷୟ ! ନିର୍ବାଚନ ଜିତିବା ପରେ ନିର୍ବାଚିତ କରିଥିବା ଗ୍ରାମବାସୀଙ୍କୁ ସେମାନଙ୍କ ଦେଖା ମଧ୍ୟ ମିଳି ନଥିବା ଅନେକ ନଜିର ରହିଛି ।  ଉଜ୍ୱଳ ଭବିଷ୍ୟତର ମିଛ ସ୍ୱପ୍ନ

ଦେଖେଇ ଗାଦି ହାତେଇ ଥିବା ଦଳ ଓ ନେତା ନିର୍ବାଚନ ପରେ ଜନତାଙ୍କୁ ଭୋକ, ବେରୋଜଗାରି, ଅଭାବ, ଅସୁବିଧା ଓ ଅସୁକ୍ଷା ଭିତରକୁ ଠେଲି ଦେଇ ନିଜ ପିଠି ଥାପଡାଉଛନ୍ତି । ଗତ ପାଞ୍ଚ ବର୍ଷରେ ଚାଷ, ଶିକ୍ଷା , ରୋଜଗାର ଓ ସୁରକ୍ଷାର ଅବସ୍ଥା ଆହୁରି ଦୁର୍ବଳ ହୋଇଥିବା ବେଳେ ସମାଜରେ ଛାତ୍ର,ଯୁବକ,କୃଷକ ଓ ଶ୍ରମିକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଇଛି । ଦରଦାମ ବୃଦ୍ଧି ଓ ବେରୋଜଗାରି ପାଇଁ ଘର ଚଳାଇବା ମୁସ୍କିଲ ହୋଇ ପଡିଛି । ଅନ୍ୟ ପଟେ ରାଜନୈତିକ ଦଳ ଓ ନେତା ଆହୁରି ମାଲାମାଲ ହୋଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଜନତଙ୍କ ଭୋଟ ନେଇ ଗତ ପାଞ୍ଚ ବର୍ଷ ଏମାନେ କାହା ପାଇଁ କାମ କରୁଥିଲେ । ଜନତାଙ୍କ ପାଇଁ ନା ନିଜ ସ୍ୱାର୍ଥ ଓ ଦଳ ପାଇଁ ? ଏଥର ଜନତା ସେମାନଙ୍କୁ ଠିକ ଚିହ୍ନି, ଏଭଳି ନେତାଙ୍କୁ ନିର୍ବାଚନରେ ବରଖାସ୍ତ କରନ୍ତୁ । ଅଂଚଳର ସର୍ବାଙ୍ଗିନ ଉନ୍ନତି ପାଇଁ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ କବିତା ଭୋଇଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ଶ୍ରୀ ମିଶ୍ର ଗ୍ରାମବାସୀଙ୍କୁ ଆହ୍ୱାନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026

You Might Also Like