-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ବରଗଡ଼(ପ୍ରେରଣା ଖବର) :- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଭାରତ ର ଏକ ପ୍ରମୁଖ ଗଣମାଧ୍ୟମ ଜୀ ମିଡିଆ ତରଫରୁ ସେବା କାଯ୍ୟ ତଥା ଲକ୍ ଡାଉନ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରିଥିବାରୁ ଏକ ସତନ୍ତ୍ର କାଯ୍ୟକ୍ରମ ବିକାଶ ପଥେ ବରଗଡ଼ କାଯ୍ୟକ୍ରମ ରେ ଅନୁଷ୍ଠାନ କୁ ସମ୍ମାନିତ କରାଯାଇଛି। ଏହି ଅବସର ରେ ଏହି ମଞ୍ଚ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଗହଣରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରଛନ୍ତି। ଏହି କାର୍ଯ୍ୟକ୍ରମରେ ରେ ଅନୁଷ୍ଠାନ ର ସଭାପତି ମୁକୁନ୍ଦ ଦାଶ, ମହିଳା ମୁଖ୍ୟ ଶ୍ରୀମତୀ ମେନକା ବାଗ୍, ଅତାବିରା ମୁଖ୍ୟ ପ୍ରମୋଦ କୁମାର ମହାପାତ୍ର, କରୁଣାକର ପଟେଲ୍, ସରୋଜ ନାଏକ, ଓ ଅନେକ ସହଯୋଗୀ ସମ୍ମାନ ପାତ୍ର ଗ୍ରହଣ କରିଛନ୍ତି। ଏହି ସମ୍ମାନ ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଟ୍ରଷ୍ଟ ବୋର୍ଡ ର ସମସ୍ତ ସହଯୋଗୀ ମାନେ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଙ୍କ ସୁଭେଛା ଜଣାଇଛନ୍ତି