-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଭୀମକେଲା ଉପମଣ୍ଡି ଚାଷୀଙ୍କୁ ନେଇ ଚାଷୀ କମିଟି ଗଠନ। ମଣ୍ଡି ଶୃଙ୍ଖଳିତ ପରିଚାଳନା ପାଇଁ ତାଗିଦ୍।

24-Dec-2021



ନର୍ଲା (ସଞ୍ଜିବ ଦାସ)
ରାଜ୍ୟ ସରକାର ଧାନ କିଣାବିକା ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ, ସୁଚାରୁରୂପେ ଓ ଏଥିରେ ସ୍ଵଚ୍ଛତା ଆଣିବାରେ ପ୍ରୟାସ କରୁଥିବା ସ୍ଥଳେ ମିଲର୍ସ , ଏଜେଣ୍ଟ ଓ ଧାନ କିଣା ସଂସ୍ଥାର ମନମାନୀ ନିତି ଯୋଗୁଁ  ଚଳିତବର୍ଷ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏହାକୁ ଦୃଷ୍ଟିରେ ରଖି ନର୍ଲା ବ୍ଳକ ଅନ୍ତର୍ଗତ ଭାନପୁର ସମବାୟ ସମିତି ଅନ୍ତର୍ଭୁକ୍ତ ଭୀମକେଲା ଉପମଣ୍ଡିର ସମସ୍ତ ଚାଷୀ ମାନଙ୍କୁ ନେଇ ଏକ ଚାଷୀ କମିଟି ଭୀମକେଲା ବସ୍ତରେନ ମନ୍ଦିର ପରିସରରେ ଗଠନ କରାଯାଇଥିଲା। ଏହି ମଣ୍ଡିରେ କିପରି ସମସ୍ତ ଚାଷୀ ଶୃଙ୍ଖଳିତ ଭାବେ ଧାନ ବିକ୍ରି କରିପାରିବେ ସେ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିରେ ଚାଷୀ କମିଟି ତଥା ସଂଗଠନର ସଭାପତି ରୂପେ ଚାଷୀ ଲିଙ୍ଗରାଜ କରୁଆଁ, ସଂପାଦକ ଭାବେ ଚାଷୀ ଶରତ ନାଏକଙ୍କୁ ସର୍ବ ସମ୍ପତି କ୍ରମେ ଚୟନ କରାଯାଇଥିଲା। ଭୀମକେଲା ଓ ପଲସାପଡା ଗ୍ରାମର ଚାଷୀ ଝଜ ସା,ଜପରାମ କରୁଆଁ, ମୋତି ରଞ୍ଜନ ସାହୁ, ଛନ୍ଦା ଚରଣ ସାହୁ,କମଳ ରଣା, ସଞ୍ଜିବ ସାହୁ, ଅକ୍ଷୟ ମାଝୀ, ଶମ୍ଭୁ ଭୋଇ, ସଦାନନ୍ଦ ବାଗ, ସୁରେଶ ନାଏକ, ବିନୋଦ ନାଏକ, ପ୍ରହଲ୍ଲାଦ ନାଏକ, ଚନ୍ଦ୍ର ଧ୍ୱଜ ସାହୁ ପ୍ରମୁଖ କମିଟିରେ ସଭ୍ୟ ରୂପେ ମନୋନୀତ ହୋଇଥିଲେ। ଆଲୋଚନା ସଭାରେ ଅନେକ ଚାଷୀ ଭୀମକେଲା ଉପମଣ୍ଡିରେ ଅନେକ କ୍ଷତି ସହୁଥିବାର ଅଭିଯୋଗ ଆଣିଥିଲେ। ଧାନର ମାନ ଉନ୍ନତ ଥିବା ସତ୍ବେ ଚାଷୀ ମାନଙ୍କ ଠାରୁ ୬ କେଜିରୁ ଉର୍ଦ୍ଧ୍ବ ଧାନ କଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ନିଜ ଅଖାବସ୍ତାରେ ଧାନ ଆଣିବା ପରେ ଧାନ ବସ୍ତା ବଦଳ ସମୟରେ ଅଖାରୁ ୩ଟଙ୍କା ଲେଖାଏଁ ପ୍ରତି ଚାଷୀଙ୍କ ଠାରୁ ଆଦାୟ ହେଉଥିବା ଚାଷୀ ମୋତି ରଞ୍ଜନ ସାହୁ ଅଭିଯୋଗ ଆଣିଛନ୍ତି। ସେହିପରି କ୍ୱଣ୍ଟାଲର ଓଜନ ସମୟରେ ତିନିଗୋଟି ଜରିବସ୍ତା ଉପରୁ ୩ କେଜି ଯାଏଁ ଧାନ କଟନି ଛଟନୀ କରାଯାଉଥିବାରୁ ଏଠାରେ ଚାଷୀଙ୍କ ଗଭୀର ଅସନ୍ତୋଷ ଦେଖାଦେଇଛି। ଏହି ମଣ୍ଡିରେ ଆଠ ଗୋଟି ମିଲର୍ସ ଧାନ ଉଠାଣ ସକାଶେ ନିୟୋଜିତ ହୋଇଥିବା ସତ୍ବେ କେବଳ ଏକ ରୁ ଦୁଇ ଜଣ ଏଜେଣ୍ଟଙ୍କ ଉପସ୍ଥିତରେ ତାଙ୍କ ମର୍ଜି ଉପରେ ଧାନ ଉଠାଣ ହେଉଥିବା ବେଳେ ଦିନକୁ ଦୁଇଟି ଟ୍ରକରେ ହିଁ ଧାନ ବୋଝେଇ ହେଉଛି। ଏହା ଫଳରେ  ଅତି ମନ୍ଥର ଗତିରେ ଧାନ କ୍ରୟ ପ୍ରକ୍ରିୟା ହେଉଛି ଯାହା ଫଳରେ ଚାଷୀମାନେ ଦୀର୍ଘ ଦିନ ଧରି ଶୀତ କାକରରେ କଷ୍ଟ ସହି ପଡ଼ି ରହୁଛି। ଏ ସବୁର ସୁଧାର କରା ନ ଗଲେ ଚାଷୀ ସଂଗଠନ ଆଗକୁ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ ବୋଲି ଚାଷୀ କମିଟିର ସଭାପତି ଲିଙ୍ଗରାଜ କରୁଆଁ ଓ ଅନେକ ଚାଷୀ ମତ ପ୍ରକାଶ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like