-+91-9937148622 |

prerana_bgr@rediffmail.com |

  Tuesday 24th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   (24-Mar-2026)       ||      *ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   (23-Mar-2026)       ||      ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   (23-Mar-2026)       ||      ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (23-Mar-2026)       ||      ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   (23-Mar-2026)       ||      ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   (23-Mar-2026)       ||      *ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   (23-Mar-2026)       ||      ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   (23-Mar-2026)       ||      ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   (23-Mar-2026)       ||      ଝରଣୀପାଲୀ ପଂଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ   (23-Mar-2026)       ||      ଚାଞ୍ଚଲ୍ୟକର ଚର୍ଚ୍ଚା♦️ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ: ଗ୍ରାମବାସୀ , ବିଭାଗ ଓ ଗଣମାଧ୍ୟମ ଜାଣି ବି ଚପାଇଦେଲେ !    (23-Mar-2026)       ||      ମୁନିଗୁଡା ବ୍ଲକ ବରଗୁଡା ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ୨୦୨୬   (23-Mar-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସୁସ୍ଥ ପରିବାର ଗଠନ ନିମନ୍ତେ ସଚେତନତା  କାର୍ଯକ୍ରମ   (23-Mar-2026)       ||      *ଚାଷୀ ଙ୍କ ୧୦ ଘଣ୍ଟା ଧାରଣା ଓ ବିକ୍ଷୋଭ ସ୍ଥଳ ରେ ପହଞ୍ଚିଲେ ଓ ୧୦ ମିନିଟ ରେ ସମାଧାନ କଲେ ଜିଲ୍ଲାପାଳ*   (23-Mar-2026)       ||      ମୁରସିଂ ରେ ପିଇବା ପାଣି ସମସ୍ୟା, ନରସିଂହ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ   (22-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ ଆରମ୍ଭ   (22-Mar-2026)       ||      *ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ*-   (22-Mar-2026)       ||      ଭଅଁରାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (22-Mar-2026)       ||     

HOME   ଜିଲ୍ଲା

ବାଲିଗୁଡ଼ାରେ ଶୀତ ଲହରି : ସଞ୍ଜ ନଇଁଲେ ଖସୁଛି ତାପମାତ୍ରା, ଦାରିଙ୍ଗବାଡିକୁ ଛୁଟିଲାଣି ପର୍ଯ୍ୟଟକଙ୍କ ସୁଅ

15-Dec-2021



ବାଲିଗୁଡା,:(ସୁଶିଲ କୁମାର ପାଣିଗ୍ରାହୀ): ବର୍ଷା ପରେ କନ୍ଧମାଳକୁ ପୁଣି ଫେରିଛି ଶୀତ। ବାଲିଗୁଡ଼ାରେ ଶୀତର ଲହରି ଆରମ୍ଭ ହୋଇଛି। ବାଲିଗୁଡା ସମେତ ଦାରିଙ୍ଗବାଡି, କ.ନୁଆଗାଁ, ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ଶୀତର ପ୍ରକୋପ ବଢିଲାଣି। ସକାଳ ପ୍ରାୟ ୯ଟା ଯାଏଁ ଘନ

କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ। ଘନ କୁହୁଡି ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ସତର୍କତା ଅବଲମ୍ବନ କରୁଛନ୍ତି ଚାଳକ ।:ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍ ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ବଢୁଥିବାରୁ କର୍ମଜୀବି ଓ

ଗରିବ ଗୁରୁବା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଞ୍ଜ ନଇଁଲେ ତାପମାତ୍ରା ହ୍ରାସ ପାଉଛି। ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି। ଅସହ୍ୟ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   24-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   23-Mar-2026
  ଜିଲ୍ଲା  
ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   23-Mar-2026
  ଜିଲ୍ଲା  
ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   23-Mar-2026
  ଜିଲ୍ଲା  
ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   23-Mar-2026
  ଜିଲ୍ଲା  
ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   23-Mar-2026
  ଜିଲ୍ଲା  
*ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   23-Mar-2026
  ଜିଲ୍ଲା  
ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   23-Mar-2026
  ଜିଲ୍ଲା  
ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   23-Mar-2026
  ଜିଲ୍ଲା  
ଝରଣୀପାଲୀ ପଂଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ   23-Mar-2026

You Might Also Like