-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ଆଗଲପୁର : ୪ ବର୍ଷର ସନ୍ତାନକୁ ଛାଡି ପ୍ରେମିକ ସହିତ ଫେରାର୍‌ ହେବା ପରେ ଏବେ ପ୍ରତାରଣାର ଶିକାର ହେଲେ ମହିଳା, ମହିଳାଙ୍କୁ ଉଦ୍ଧର କଲା ଉତ୍ତରପ୍ରଦେଶ ପୋଲିସ

15-Dec-2021



ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ରିନବଚନ ଗ୍ରାମର ଜଣେ ମହିଳାଙ୍କୁ ଉତ୍ତର ପ୍ରଦେଶ ରାଜ୍ୟର ଲଳିତପୁର ଜିଲ୍ଲା ସୋଜାନ ଥାନା ନିକୁରା ଗ୍ରାମରୁ ଆଗଲପୁର ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ରିନବଚନ ଗ୍ରାମର ସତ୍ୟାନନ୍ଦ ଦୀପଙ୍କ ଝିଅ ଗୀତୀଞ୍ଜଳି ଦୀପ ୫ ବର୍ଷ ତଳେ ସେହି ଗ୍ରାମର ସାର୍ତିକ ସୁଗ୍ରୀଙ୍କ ପୁଅ ଯୌତୁକ ସୁଗ୍ରୀକୁ ବିବାହ କରିଥିଲେ l ତାଙ୍କର ୪ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ଅଛି, ସୂଚନାରୁ ପ୍ରକାଶ ଯେ ବିବାହିତ ମହିଳା ଜଣକ ସେହି ଗ୍ରାମର ଗର୍ଜନ ବାଗଙ୍କ ପୁଅ ରାଧାକାନ୍ତ ବାଗଙ୍କ ସହ ପ୍ରେମ ସଂପର୍କ ଥିଲା, ଉଭୟେ ୧୦ ମାସ ପୂର୍ବେ ରାତ୍ରି ସମୟରେ ଫେରାର ହେବାସହ କିଛିଦିନ ତାଙ୍କ ଭିଣୋଇ ଘର ପଣ୍ଡରାଣୀ ଗ୍ରାମରେ ଥିଲେ l ଏହାପରେ ବରଗଡ ଜିଲ୍ଲା ମେଲଛାମୁଣ୍ଡାରେ ଘର ଭଡାନେଇ ରହୁଥିଲେ l ସେଠାରେ ଉକ୍ତ ମହିଳା ଜଣକ ଗର୍ଭବତୀ ହେବା ପରେ ରାଧାକାନ୍ତ ଗର୍ଭପାତ କରିବା ପାଇଁ ବାରମ୍ବାର ଚେଷ୍ଟା କରି ଆସୁଥିଲେ ହେଲେ ମହିଳା ଜଣକ ରାଜି ନହେବାରୁ ରାଧାକାନ୍ତ ସହ ତାଙ୍କ ଭିଣୋଇ ଓ ଭଉଣୀ ମିଶି ଷଡୟନ୍ତ୍ର ରଚିଥିଲେ ଓ ବାହାର ରାଜ୍ୟରେ ଚାକିରି ଲୋଭ ଦେଖାଇ, ସମ୍ବଲପୁର ନେଇ ଉତ୍ତର ପ୍ରଦେଶ ଲଳିତପୁରର ମୋହିତ କୁମାରଙ୍କୁ ଡାକି ପୀଡିତାଙ୍କୁ ଭଉଣୀର ପରିଚୟ ଦେଇଥିଲେ l ମୋହିତ କୁମାର ଏକ କମ୍ପାନୀର ମାଲିକ ଅଟନ୍ତି ତାଙ୍କ କମ୍ପାନୀରେ ଚାକିରି କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଉତ୍ତର ପ୍ରଦେଶ ନେଇଯାଇଥିଲେ l ପିଡିତାଙ୍କ ଅଭିଯୋଗ ଅନୁସାରେ ରାଧାକାନ୍ତ ସେଠାରେ କିଛି ଟଙ୍କାରେ ବିକ୍ରି କରି କୌଶଳ କ୍ରମେ ସେଠାରୁ ଫେରାର ହୋଇଥିଲେ l ସମସ୍ତ ଘଟଣାର ଦଲାଲ ସାଜିଥିଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କନ୍ଦୁମୁଣ୍ଡା ଗାଁର ଅନନ୍ତ ଦୀପ ବୋଲି କୁହାଯାଉଛି l ଯେତେବେଳେ ମୋହିତ କୁମାର ଜାଣିଲେ ମହିଳା ଜଣକ ଗର୍ଭବତୀ ଅଛନ୍ତି ତାଙ୍କୁ ଆଶ୍ରୟ ଦେଇଥିଲେ l କିଛିଦିନ ଗଲାପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା ଜଣକ l ମହିଳାଙ୍କ ବାପା ଏହା ଜାଣିବା ପରେ ଲୋଇସିଂହା ଓ ଆଗଲପୁର ପୋଲିସରେ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତିକରି ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧl ଓ କନେଷ୍ଟବଳ ରବିନ୍ଦ୍ର ଧରୁଆ ଗତ ୮ ତାରିଖ ଉତ୍ତର ପ୍ରଦେଶର ଲଳିତପୁର ଯାଇ ଉତ୍ତର ପ୍ରଦେଶ ସୋଜାନ ଥାନା ପୋଲିସ ସହାୟତାରେ ନିକୁରା ଗ୍ରାମରୁ ଉଭୟ ନବଜାତ ଶିଶୁ ଓ ମହିଳାଙ୍କୁ ଉଦ୍ଧାର କରି ଆଗଲପୁରକୁ ଆଣିଥିଲେ l ଅଭିଯୁକ୍ତ ବର୍ତମାନ ଫେରାର ଥିବାରୁ ଗିରଫ୍‌ କରାଯାଇ ନାହିଁ l ଏ ବିଷୟକୁ ନେଇ ତଦନ୍ତ ଜାରି ରହିଥିବା ଆଗଲପୁର ପୋଲିସ ପ୍ରକାଶ କରିଛି l ପୀଡିତା ମହିଳା ଓ ତାଙ୍କ ବାପା ଦୋଷୀକୁ ଶୀଘ୍ର ଗିରଫ କରିଵା ସହ କାର୍ଯ୍ୟାନୁଷ୍ଠାନ କରିବା ଲାଗି ଦାବୀ କରିଛନ୍ତି l ପୋଲିସ କେତେ ଶୀଘ୍ର ଫେରାର ଅଭିଯୁକ୍ତକୁ ଧରି କେବେ କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବାକୁ ରହିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like