-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2021
ପୁରୀ: ଓଡିଶା ପ୍ରଦେଶ କଂଗ୍ରେସ ଡ଼ାକରାରେ ସାରା ଓଡିଶା ର ସମସ୍ତ ଜ଼ିଲ୍ଲାରେ ଥିବା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିବାକୁ ଡାକରା ଦିଆଯାଇଥିବାରୁ ପୁରୀ ଜ଼ିଲ୍ଲା କଂଗ୍ରେସ କମିଟି ର ସମସ୍ତ ଛାମୁଆ ସଂଗଠନ ତଥା ଛାତ୍ର କଂଗ୍ରେସ, ଯୁବ
କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ସହ ନଗର କଂଗ୍ରେସ, ସଦର ବ୍ଲକ କଂଗ୍ରେସର ସମସ୍ତ ଛାମୁଆ ନେତା ଓ ସଦସ୍ୟ ଗଣ ପୁରୀ ଟାଉନ-ହଲ ନିକଟରେ ଏକାଠି ହୋଇ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ସହ ସହ କଂଗ୍ରେସ କର୍ମୀ ରାଲିରେ ଯାଇଥିଲେ |