-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ଆଇଆଇସି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଲୋଇସିଂହା ପୋଲିସ ଷ୍ଟାଫଙ୍କ ସହାୟତାରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ଲୋକେ କିଭଳି କୋଭିଡ ନିୟମକୁ ପୁଙ୍ଖlନୁପୁଙ୍ଖ ଭାବେ ପାଳନ କରିବେ ସେ ବିଷୟକୁ ନେଇ ପୋଲିସ ତରଫରୁ ସଚେତନତା କରାଯାଇଥିଲା l