-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
ଭଦ୍ରକ (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ): ମିଳିଥିବା ସୁଚନା ଅନୁସାରେ, ଭଦ୍ରକ ଜିଲ୍ଲା ସାହାଡ଼ ଗ୍ରାମ ପଞ୍ଚାୟତ ର ମାଧିଆ ସାହି ଗ୍ରାମ ରେ ବିଦୁତ୍ ସଟ୍ ସାର୍କିଟ୍ ହେଇ ଅଗ୍ନିକାଣ୍ଡ ଘଟିଛି,ପ୍ରଥମେ ସୁଦର୍ଶନ ଦାସଙ୍କ ଘରୁ ନିଆ ଲାଗିବା ପରେ ଦିଲିପ୍ ଦାସ ଓ ସଞ୍ଜୟ ଦାସ ଘରେ ମଧ୍ୟ ନିଆ ଲାଗିଯାଇଥିଲା,ସାଙ୍ଗେ ସାଙ୍ଗେ ଗ୍ରାମବାସି ମାନେ ମାଳି ମିଶି ନିଆକୁ ଆୟତ କରିବାକୁ ଚେଷ୍ଟା କରିଥିଲେ,ତାହା ବିଫଳ ହୋଇ ଥିଲେ ।ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଭଦ୍ରକର ଦୁଇଟି ଦମକଳ ବାହୀନି ପହଞ୍ଚି ନିଆକୁ ଆୟାତ କରିଥିଲେ ,୩ ପରିବାରଙ୍କର ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି,୩ ପରିବାର ଗରିବ ଶ୍ରେଣୀର ଲୋକ ହୋଇ ଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ଦାବି ହୋଇଛି।