-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
ଭଦ୍ରକ, (ଦୀପକ କୁମାର ଷଡଙ୍ଗୀ ) ଦୀର୍ଘ ଦିନରୁ ଭଦ୍ରକ ର ଜନସାଧାରଣ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ବବିଦ୍ୟାଳୟ ଦାବି କରୁଥିଲେ ମଧ୍ଯ ରାଜ୍ଯ ସରକାର ଏନେଇ କୌଣସି ତତ୍ପରତାଫ ଦେଖଉନାହାନ୍ତି ଯାହା ସଂପୂର୍ଣ୍ଣ ଭଦ୍ରକ ଜିଲ୍ଲା ପାଇଁ ଅତ୍ଯନ୍ତ ଦୁର୍ଭାଗ୍ୟଜନକ ନା ନିଜେ କରୁଛନ୍ତି ନା କେନ୍ଦ୍ର ସରକାରକଂ ପ୍ରୋଜେକ୍ଟ କୁ କାର୍ଯ୍ୟକାରୀ କରିବାକୁ ଡ ଯାହା ପାଇଁ ଭଦ୍ରକ ଆଜି ସାମୂହିକ ଭାବରେ ରାଜ୍ୟ ର ଅନ୍ୟ ଜିଲ୍ଲାଭଳି ବିକାଶ କରିପାରୁନାହିଁ !