-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
ଗଂଦିଆ ଢେଙ୍କାନାଳ(ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ଅନ୍ତର୍ଗତ ଖଙ୍କିରl ବ୍ରହ୍ମଣ ତଇଲା ଅଞ୍ଚଳରେ ଦିନକୁଦିନ ଧାନ ଫସଲ ହାତୀ ମାନଙ୍କ ଦ୍ୱାରା ନଷ୍ଟ ଉଷ୍ଟ ହେବାରେ ଲାଗିଛି, ଚାଷୀମାନେ ଦିନକୁଦିନ ହା ହତାଶ ସହ ବହୁ ହଇରାଣ ହରକତ ହେଉଛନ୍ତି, ଏ
ଠାରେ ସୂଚନା ଯୋଗ୍ୟ ଯେ ବ୍ରlହ୍ମଣ ତଇଲା ସନିକଟ ଟ୍ରେଞ୍ଜ ଖୋଳା ନ ହେବାରୁ ସବୁ ସମୟରେ ହାତୀମାନେ ଏହି ପଥଦେଇ ଅବାଧରେ ଜଙ୍ଗଲ ରୁ ଧlନବିଲ ମୁଁହା ହେଉଅଛନ୍ତି, ଏ ବାବଦରେ ବହୁ ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ, ଢେଙ୍କାନାଳ ର ଅଶୋକ ପତି,
ତୋଫାନ ଦାସ, ବିନୁଧିର,ଅର୍ଜୁନ ପତି, ଅଖିଳବ୍ରହ୍ମ, ଅନନ୍ତ ଚରଣ ବ୍ରହ୍ମ, ହେମନ୍ତ ବ୍ରହ୍ମ, ଇତ୍ୟାଦିଙ୍କର ଚାଷ ଜମି ନଷ୍ଟ କରିଅଛନ୍ତି, ତୁରନ୍ତ ଏ ଏ ଦିଗର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଡି.ଫ୍. ଓ.ଢେଙ୍କାନାଳ ଓ ବିଧlୟକ ଢେଙ୍କାନାଳ ଙ୍କୁ ଚାଷୀ ମାନେ ବିନୀତ ନିବେଦନ କରୁଅଛନ୍ତି,