-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
13-Sep-2021
ଗଞ୍ଜାମ /ବେଗୁନିଆପଡା(ଉମା ମହାରଣା ): ଲଘୁଚାପ ଯୋଗୁଁ ୩ଦିନ ଧରି ଲଗାଣ ବର୍ଷାରେ ଆଜି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ ବରିଡା ସ୍ଥିତ ବଡଦାଣ୍ଡ ସାହିର କୈଳାଶ ବେହେରାଙ୍କଘର ସମ୍ପୂର୍ଣ ଭାଙ୍ଗିଯାଇଥିବା ବେଳେ ସେ ବେସାହାରା ହୋଇଯାଇଛନ୍ତି। ୩ ବଖରା ଚାଳ ଘର ସହ ମାଟି କାନ୍ଥ ଥିବା ଯୋଗୁଁ ଲଗାଣ ବର୍ଷାରେ କାନ୍ଥ ଭିଜି ଭୁଶୁଡି ଯାଇଥିବା ବେଳେ ଅଳ୍ପକେ ସମସ୍ତେ ବର୍ତିଯାଇଛନ୍ତି। ପ୍ରଶାସନ ତୁରନ୍ତ କୈଳାଶଙ୍କ ପାଇଁ ସହାୟତା ଦେବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି।