-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
31-Oct-2020
ବଲାଙ୍ଗିର, ମାହେଶ୍ୱରୀ ତାର ସାମାଜିକ ଦାୟିତ୍ୱ ପ୍ରତିପାଦନ ସ୍ୱରୂପ ବଲାଙ୍ଗୀର ରୁ ଟିଟିଲାଗଡ଼ ରାସ୍ତାରେ ଥିବା ଆଶ୍ରା, ପଥରଚେପ ର ମୁକ, ବଧିର ସ୍କୁଲ, କଂଶରିପରା ଆଶ୍ରୟ, rto ଚ୍ଛକ ଆଶ୍ରୟ, ସାଲେପାଲି ର ଅନାଥ ଆଶ୍ରମ, ycda ର ଆଶ୍ରୟ(ବରପାଲି ପରା) ଯାଇ ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ କୋରନା ଭଳି ବିଷମ ପରିସ୍ଥିତି ରେ କିପରି ସ୍ୱଚ୍ଛତା ଅବଲମ୍ବନ କରିବେ ତାହା କହିଥିଲେ ଓ ସାନିଟାରୀ ପେଡ ବଣ୍ଟନ କରିଥିଲେ
ଏହି କାର୍ଯ୍ୟକ୍ରମ ରେ ମାହେଶ୍ଵରୀ ମହିଳା ଶାଖା ର ନୂତନ ଦାସ, ସୋନିଆ ଵେଜ, ସୂଷ୍ରୀତା ଠାକୁର, ବର୍ଷା ସିଂହ, ପ୍ରିୟଙ୍କା ପଟ୍ଟନାୟକ, ଅଙ୍କିତା ପଟ୍ଟନାୟକ, ମନିଷା ସୋନି ପ୍ରମୁଖ ସହଯୋଗ କରିଥିବା
ସଂଗଠନ ର ନିର୍ଦ୍ଦେଶକ ଅଙ୍କୁଶ କୁମାର୍ ପାଣ୍ଡିଆ ସୂଚନା ଦେଇଛନ୍ତି।
ତା ସହିତ ମାହେଶ୍ଵରୀ ଆତ୍ମନିର୍ଭଶୀଳ କାର୍ଯ୍ୟକ୍ରମ ଯାଉଥି ବିନା ମୂଲ୍ୟ ରେ ସିଲେଇ ଶିକ୍ଷା ଦିଆ ଯିବ, ତାର ପଂଜିକରଣ ର last date ୭.୧୦.୨୦୨୦ ଅଛି ।। ଯୋଗାଯୋଗ ପାଇଁ 7749938183, 9348825575 ମୋବାଇଲ ନମ୍ବର ବ୍ୟବହାର କରିପାରିବେ ବୋଲି ମାହେଶ୍ଵରୀ ଅନୁଷ୍ଠାନ ପକ୍ଷ ରୁ କୁହାଯାଇଛି ା