-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Aug-2021
ନୂଆଦିଲ୍ଲୀ (ପ୍ରେରଣା ଖବର ବ୍ୟୁରୋ) : ଏଣିକି ହ୍ବାଟ୍ସଆପ୍ରେ ମିଳିବ କୋଭିଡ୍ ସାର୍ଟିଫିକେଟ୍ । କୋଭିଡ୍ ଟିକା ନେଇଥିବା ବ୍ୟକ୍ତିମାନେ ଏଣିକି ହ୍ବାଟ୍ସଆପ୍ ଜରିଆରେ ପାଇପାରିବେ କୋଭିଡ୍ ଭ୍ୟାକସିନ୍ ସାର୍ଟିଫିକେଟ୍ । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ । ହ୍ବାଟସ୍ଆପ୍ରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍ କରନ୍ତୁ । ଏହା ପରେ ‘covid certificate’ ଲେଖି ପଠାନ୍ତୁ । କିଛି ସେକେଣ୍ଡ ମଧ୍ୟରେ ମୋବାଇଲର ହ୍ବାଟ୍ସଆପ୍କୁ ଭ୍ୟାକସିନ୍ ନେଇଥିବା ସାର୍ଟିଫିକେଟ ଚାଲିଆସିବ ।
ପୂର୍ବରୁ Co-win ପୋର୍ଟାଲକୁ ଜାଇ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ପଡୁଥିଲା । ଏବେ କିନ୍ତୁ ଆହୁରି ସମହ ହୋଇଛି ଏହି ପ୍ରକ୍ରିୟା ।