-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
09-Aug-2021
ଭୁବନେଶ୍ବର (ସୁଶାନ୍ତ କୁମାର ଖଟୁଆ) : ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ସଙ୍ଘଠନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ସବୁବେଳେ ନିଆରା କାର୍ଯ୍ୟକ୍ରମ କରି ସାରା ଓଡ଼ିଶାରେ ନିଜର ସ୍ୱତନ୍ତ୍ରତା ବଜାଇରଖିଛି। ଆଜି ଟ୍ରଷ୍ଟ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତର ବଡବାଗ ଗାଁ ଆଦିବାସୀ ସାହି ରେ ଆଲୋକକାରିଣୀ ର ସୁବିଧା ନାହିଁ ରାତ୍ରି ହେଲେ ଅନ୍ଧାର ରେ ଏହି ପରିବେଶ ଏହା ଦେଖି ଟ୍ରଷ୍ଟର ପ୍ରତିଷ୍ଠାତା ଶୁଭକାନ୍ତ ସାମଲ ଏବଂ ତାଙ୍କ କର୍ଯ୍ୟକର୍ତା ଆଦିବାସୀ ସାହି ରେ ଅଲୋକୀକରଣ ର ସୁବିଧା କରିବା ସହିତ ଶୁଖିଲା ଖାଦ୍ୟ ପନିପରିବା ଏବଂ ବସ୍ତ୍ର ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ
ପ୍ରତିଷ୍ଠାତା ଶୁଭକାନ୍ତ ସାମଲ, ସନ୍ତୋଷ ଦାଶ, ସସ୍ମିତା ସାମଲ, ସୁପ୍ରଭା ସାହୁ, ଅଭିପସା ତ୍ରିପାଠୀ, ରାଜଶ୍ରୀ ଦାସ, ଲିଳିମା ବେହେରା, ପ୍ରିତମ ମିଶ୍ର, ସାନଭି ପ୍ରିୟା ସାମଲ, ପୁଷ୍ପଲତା ରାଉଳ, ସୁଶାନ୍ତ ପଟ୍ଟନାୟକ, ବିଦ୍ୟାଶ୍ରୀ, ସସ୍ମିତା ମହାରଣା, ସୁଧାଂଶୁ ନାୟକ, ମାନସ ଥାଟୋଇ, ବିପିନ କୁମାର ସାହୁ, ପ୍ରଶାନ୍ତ ନାୟକ, ଗଗନ ବିହାରୀ ପାଇଟାଳ, ଦେବବ୍ରତ ଷଡ଼ଙ୍ଗୀ, ସୁବ୍ରତ ସେଠି ଏବଂ ଜଗତସିଂହପୁର ର ସୁନାମଧନ୍ୟ କବି, ଲେଖକ ଏବଂ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ତ୍ରିପାଠୀ ଓ ମନୋରମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ