-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
02-Mar-2021
ଭୁବନେଶ୍ୱର(ପ୍ରେରଣା ଖବର) : ଦୀର୍ଘଦିନ ଧରି ପୋଲିସ ସେବାରେ ରହିବା ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି । ଗତ କିଛି ଦିନ ତଳେ ରାଜ୍ୟ ସରକାର ସତ୍ୟଜିତଙ୍କୁ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ମନୋନୀତ କରିଥିଲେ । ୧୯୮୮ ବ୍ୟାଚର ଏହି ଆଇପିଏସ ଅଧିକାରୀ ଆସନ୍ତାକାଲି ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି ।