-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
15-Oct-2020
1.ଆଜି ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସ : ୨୦୦୮ରୁ ପ୍ରତି ବର୍ଷ ଅକ୍ଟୋବର ୧୫ରେ ପାଳିତ ହେଉଛି ‘ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସ’*
2.ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ପତ୍ର ଦାଖଲ କରିଛି । ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ପ୍ରାର୍ଥୀ ପାତ୍ର ଦାଖଲ କରିଛନ୍ତି ।
3.କମିଲା ସୁନା ଦର। ଗତକାଲି ତୁଳନାରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩୦୦ ଟଙ୍କା କମିଛି। ସେହିପରି ୨୪ କ୍ୟାରେଟ ସୁନା ଦର ୩୫୦ ଟଙ୍କା କମିଛି।
4. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି, ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଆମେରିକା ପାଖରେ କୋଭିଡ-୧୯ର ସୁକ୍ଷିତ ଓ ପ୍ରଭାବଶାଳୀ ଟିକା ଉପଲବ୍ଧ ହେବ ।
5.କାର୍ ସହ ଜଳିଗଲେ ଏନସିପି ନେତା ସଞ୍ଜୟ ସିନ୍ଦେ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ସାନଟାଇଜର ହେଲା କାଳ*
6.ରାଇରଙ୍ଗପୁର ମୁଖ୍ୟବଜାରରେ ଥିବା ସପିଂ ମଲରେ ଅଗ୍ନିକାଣ୍ଡ । ୫ଟି ବଡ ବଡ ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ପାଖାପାଖି ୧କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ।
7.ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରଳୟ ରଚିଲା ବର୍ଷା । ସୁଅରେ ଭାସିଗଲା ମଣିଷ, ପାଣିରେ ପହଁରିଲା କାର : ୨୫ଜଣଙ୍କ ମୃତ୍ୟୁ*
✍