-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
31-May-2026
କଟକ(ତପନ ମହାନ୍ତି): ତୈଳ କଂପାନୀକୁ ବଡ଼ ଆଶ୍ବସ୍ତି ଦେଲେ କେନ୍ଦ୍ର ସରକାର। ପେଟ୍ରୋଲ, ଡିଜେଲ୍ ଓ ଏଟିଏଫ ଉପରୁ ରପ୍ତାନୀ ଶୁଳ୍କ ହ୍ରାସ ପାଇଛି। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଦେଢ଼ ଟଙ୍କା ଶୁଳ୍କ ହ୍ରାସ ପାଇଛି। ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫ ଟଙ୍କା ଶୁଳ୍କ କମିଥିବା ସୂଚନା। ବିମାନ ଇନ୍ଧନ ପାଇଁ ଲିଟର ପିଛା ୯.୫ ଟଙ୍କା କମିଲା ରପ୍ତାନି ଶୁଳ୍କ। ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜୁନ୍ ୧ରୁ ନୂଆ ନିୟମ ଲାଗୁ ହେବ। ଅନ୍ତର୍ଜାତୀୟ ବଜାରର ଅଶୋଧିତ ତୈଳ ଦର ହ୍ରାସ ପରେ ନିଆଯାଇଛି