-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ

30-May-2026



ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଜଳନ୍ଧର କଲେଜ ଛକ ରୁ ନୁନିଆଁପାଲି ସ୍କୁଲ ଛକ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କାମ ଚାଲିଛି ।ଉକ୍ତ କାମ ପ୍ରାୟତଃ 3 କିଲୋମିଟର ରୁ ଉର୍ଦ୍ଧ ହେବ l ଲଖନ୍ ପାଲି , ଖଲିଆପାଲି , ଅମରାମୁଣ୍ଡା ଛକ  ରୁ ନୁନିଆଁପାଲି ଛକ ପର୍ଯ୍ୟନ୍ତ ରହିଛି ।ଏଥିରେ ଅନେକ କଲ୍ ଭଟ୍ଟ ରହିଛି ହେଲେ ଫିନିଶିଂ କରାଯାଇ ନ ଥିବା ଦେଖିବାକୁ ମିଳିଛି l ଯାହାକି ହାତରେ ଘଷିଲା ଭଳି ଦେଖାଯିବା ଭଳି ଓ ଅତି ନିମ୍ନ ମାନର ହେତୁ ଜାଳି ଜାଳି ରହିଛି । ଏହିପରି କେତେକ ସ୍ଥାନରେ ସରକାରୀ ନିୟମ ଅନୁଯାୟୀ 26 ଫୁଟ ପ୍ରସ୍ଥ ରହିଥିବା ଟପ୍ ଲେବେଲ୍ ରେ 24 ଫୁଟ ରହିବା କଥା ହେଲେ କେଉଁଠି ଓସାର ତ କେଉଁଠି ସଂକୀର୍ଣ୍ଣତା ରହିଛି l ସମସ୍ତ ସ୍ଥାନରେ ସମ୍। ନ ରହୁ ନାହିଁ ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି l ରାସ୍ତାର ଅନେକ ସ୍ଥାନ ରେ ପ୍ରଜା ର ରୟତି ପ୍ଲଟ ବାହାରୁ ରାସ୍ତା ନିର୍ମାଣ ରେ ମନ। କରୁଥିବା ସୂଚନା ଦେଇଛନ୍ତି ।ଏହି ରାସ୍ତା ରେ ସୂଚନା ଫଳକ ନ ଥିବା ଯୋଗୁଁ ଟେଣ୍ଡର କାହା ନାମରେ ଅଛି , କେତେ ଟଙ୍କାର କାମ , ଟେଣ୍ଡର ନେଇଛି କିଏ , ଲିଜ ରେ ନେଇଛି ନା ପ୍ରକୃତ ଠିକାଦାର କିଏ , ଆରମ୍ଭ ଓ ଶେଷ ସମୟ ନିର୍ଧାରଣ ନାହିଁ , ଲମ୍ବ କେତେ ପ୍ରସ୍ତ କେତେ , ଅନୁଦାନ ରାଶି କେତେ , କେଉଁ ଫଣ୍ଡ ର କାମ କୌଣସି ସୂଚନା ଦିଆଯାଇ ନାହିଁ । ଫଳରେ ଅଞ୍ଚଳ ର ଚାଷୀ ,ସାଧାରଣ ଜନତା ଜାଣି ପାରୁ ନାହିଁ । ଏକ ବର୍ଷ ହେବାକୁ ଯାଇଛି ହେଲେ ଠିକାଦାର ,ବିଭାଗୀୟ ଯନ୍ତ୍ରୀ ଙ୍କ ମନମୁଖି କାର୍ଯ୍ୟ ଯୋଗୁଁ କଛପ ଗତି ରେ ଚାଲିଛି ରାସ୍ତା କାମ ଏପରିକି କଲଭଟ୍ଟ ଗୁଡ଼ିକ ରେ ଏକ ସିମେଣ୍ଟ ରେ 10 /12 ବାଲି , ଗେଟି ରେ ଚାଲିଛି ଯାହାକି ବ।ହାଲଜମି ଗୁଡିକ ରେ ବର୍ଷା ବେଶୀ ହେଲେ ଭୁଶୁଡ଼ି ଯିବାର ସମ୍ଭାବନା ରହିଛି ବୋଲି ଚାଷୀ ମହଲ ରୁ ସୂଚନା ମିଳିଛି । ଏବେ ଆଉ 15 ରୁ ଏକ ମାସ ମଧ୍ୟରେ ବର୍ଷା ଯଦି ହୁଏ ତେବେ ଅଞ୍ଚଳ କୁ ଗାଡ଼ି ଆସିବା ଅସମ୍ଭବ ହେବ । ଏବେ ରାସ୍ତା ନିର୍ମାଣ ଚାଲିଛି ହେଲେ ପାଣି ନ ଦେବାରୁ ଧୂଳି ଉଡୁଥିବା ଦେଖାଯାଉଛି ।ଏହି ରାସ୍ତାରେ ପ୍ରାୟତଃ 4 ଖଣ୍ଡ ଗ୍ରାମ ପଞ୍ଚାୟତ ର ଲୋକ ଗମନା ଗମନ ର ସୁବିଧା ପାଇବା ସହିତ ଗାଇସିଲେଟ , ଲୋଇସିଂହା ବ୍ଲକ ର ଲୋକ ଯାତାୟାତ ର ସୁବିଧା ପାଇ ପାରିବେ ବୋଲି ସୂଚନା ମିଳେ । ଏହି କାର୍ଯ୍ୟ ପାଇଁ ଠିକାଦାର , ବିଭାଗୀୟ ଉଚ୍ଚ କତୃପକ୍ଷ ଙ୍କୁ ଯୋଗାଯୋଗ କରାଯାଇ ଥିଲେ ସୁଦ୍ଧା କୌଣସି ସୂଚନା ମିଳି ନ ଥିଲା l ଏହି ରାସ୍ତା କୁ ଶୀଘ୍ର କାମ ଶେଷ କରିବା ସହିତ ସଠିକ୍ ଭାବେ କାର୍ଯ୍ୟ କରିବା ପାଇ ଚାଷୀ ଅନୁପ ସାହୁ , ପୂର୍ବତନ ସମିତି ସଭ୍ୟ ନୁର।ଚ।ନ୍ଦ ସାହୁ , ଧିରେନ ପଧାନ, ବାମନ ପୁ ଟେ ଲ୍ , ଗୋପାଳ ପୁଟେଲ , ସମାରୁ ଭୁ ଏ , ସୁଦାନ ସାହୁ , ପବିତ୍ର ପୁଟେଲ , ଅଶୋକ ପାତ୍ର , ବେଣୁଧର ପଧାନ , କଷ୍ଟ ସାହୁ ପ୍ରମୁଖ ଚାଷୀ ସହ ଜନ ସାଧାରଣ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like