-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
27-May-2026
(ବ୍ରଜ କିଶୋର ମେହେର)
ବରପାଲି ଆଶୀର୍ବାଦ ମଣ୍ଡପ ଠାରେ ଆଜି ଜୁନ ୨୭ ତାରିଖ ସନ୍ଧ୍ୟାରେ ବରପାଲି ଟାଉନ୍ ସଭାପତି ପ୍ରତାପ କେଶରୀ ସିଂ ଙ୍କ ନେତୃତ୍ବ ରେ ବରପାଲି ଟାଉନର ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୂଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଜନ କଲ୍ୟାଣ ଯୋଜନାରେ ଅନୁ ପ୍ରାଣିତ ହୋଇ ବିଜେପି ଦଳରେ ସାମିଲ ହୋଇଛନ୍ତି।ଏହି ମିଶ୍ରଣ ପର୍ବରେ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ ଓ ଜିଲ୍ଲା ସଭାପତି ଡ.ଅରୂପାନନ୍ଦ ସାହୁ ସମସ୍ତ କର୍ମୀ ମାନଙ୍କୁ ଦଳିୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ। ପ୍ରଥମେ ଗାନ୍ଧୀ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଳମାଳ ଦେଇ ଏକ ବାଇକ ରେଲିରେ ଆଶୀର୍ବାଦ ମଣ୍ଡପକୁ ଆସିଥିଲେ ।