-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||     

HOME   ଜିଲ୍ଲା

ନିଗମ ଓ ବୋର୍ଡରେ ନିଯୁକ୍ତି ପାଇଁ ସରକାର ତତ୍ପର, ଆଶା ଆଶଙ୍କାରେ ଆଶାୟୀ

27-May-2026



କଣ୍ଟାମାଳ(ଜୟ କୁମାର ମହାରଣା): ଖୁବଶୀଘ୍ର ନିଗମ ଓ ବୋର୍ଡ ରେ ନିଯୁକ୍ତି l ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ ଆରମ୍ଭ ହୋଇ ଯାଇଛି କସରତ l ପିଏସୟୁ କୁ ତଥ୍ୟ ମାଗିଲେ ସରକାର l ରାଜ୍ୟ ସରକାର ଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗ (ପିଏସୟୁ )କୁ ନିର୍ଦ୍ଧାରିତ ଫର୍ମାଟ ରେ ତଥ୍ୟ ମଗା ଯାଇଛି l ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ ୨୦୨୪ଜୁନ ୧୨ରୁ ୨୦୨୬ଏପ୍ରିଲ ୩୦ତାରିଖ ମଧ୍ୟରେ କେଉଁ ପିଏସୟୁ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ ୩୦ତାରିଖ ସୁଦ୍ଧା କେଉଁ ସବୁ ପଦବୀରେ ନିଯୁକ୍ତି ଦିଆଯିବ l ଆଗାମୀ ଦିନରେ ଆଉ କେତେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ସେସବୁର ସମ୍ପୂର୍ଣ ରିପୋର୍ଟ ନିର୍ଧାରିତ ଫର୍ମାଟ ରେ ବିଭାଗ କୁ ଇ -ମେଲ ରେ ଦେବାକୁ କୁହା ଯାଇଛି l କେବଳ ସେତିକି ନୁହେଁ ପି ଏସ ୟୁ ରେ ଖାଲି ପଡି ଥିବା ପଦବୀ ଓ ମୋଟ କର୍ମଚାରି ଙ୍କ ସଂଖ୍ୟା ମଧ୍ୟ ମଗା ଯାଇଛି l  ବିଭିନ୍ନ ଜିଲ୍ଲାରେ ଏସଡ଼ିସି ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରକାରୀ ଓକିଲ, ଭିଜଲାନ୍ସ କମିଟି ଅଧକ୍ଷ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧକ୍ଷ, ସଦସ୍ୟ, ସଦସ୍ୟା ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର l ଖୁବ ଶିଘ୍ର ନିଗମ ଓ ବୋର୍ଡ ଗୁଡିକର ପୁନର୍ଗଠନ ସହ ଖାଲି ପଦବୀ ପୂରଣ ହେବାକୁ ଯାଉଛି ବୋଲି କିଛି ଦିନ ପୂର୍ବରୁ ସାମ୍ବାଦିକ ମାନଙ୍କୁ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ ସୂଚନା ଦେବାପରେ ଏ ନେଇ ବୌଦ୍ଧ ଜିଲ୍ଲାରେ ନିଗମ ଲଡ଼ୁ କାହା ଭାଗରେ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି lବିଜେପି ର ବରିଷ୍ଟ ନେତା ମାନଙ୍କ ମଧ୍ୟରୁ ନବୀନ କୁମାର ମହାପାତ୍ର,ସୁଶାନ୍ତ କୁମାର ପ୍ରଧାନ,ଯୁଗଳ କିଶୋର ସାମଲ,ମାଗୁଣି ଗାଈଗୋଉରିଆ, ସୁଶାନ୍ତ ପ୍ରଧାନ (କାଇଁଚ ଭାଇ )ସଚିତାନନ୍ଦ ଦଲାଲ,ସୂର୍ଯ୍ୟ କୁମାର ମହାପାତ୍ର,ମନରଞ୍ଜନ ଦାସ, ପ୍ରେମାନଦ ମିଶ୍ର,ଶେଷ କୁମାର ମେହେର, ପ୍ରିୟ ଦର୍ଷି ପ୍ରତ୍ୟୁଷ ରଥ(ବବି ରଥ), ଗୋପାଳ ପୁରୋହିତ, ଓମ ପ୍ରକାଶ ମିଶ୍ର ପ୍ରମୁଖ ଆଶାୟୀ ଥିବା ବେଳେ କାହା ଭାଗରେ ନିଗମ ଲଡ଼ୁ ପଡିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି l ବୌଦ୍ଧ ଜିଲ୍ଲା ରେ ଦୁଇଟି ବିଜେପି ଦଳର ବିଧାୟକ ଥିବା ବେଳେ କନ୍ଧମାଳ ସାଂସଦ ମଧ୍ୟ ବିଜେପି ଦଳର l କଣ୍ଟାମାଳ ବିଧାନସଭା ଅଂଚଳର ବିଜେପିର ବରିଷ୍ଠ ନେତା ନବୀନ କୁମାର ମହାପାତ୍ର, ଶେଷଦେବ ମେହେର,ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଗୋପାଳ ପୁରୋହିତ ନିଗମ ଲଡ଼ୁ ପାଇଁ ଆଶାୟୀ ଥିବାବେଳେ ଦଳ ତଥା ସରକାର ବରିଷ୍ଟତା ଭିତରେ ଗୁରୁତ୍ୱ ଦେଲେ ନବୀନ ମହାପାତ୍ର, ଗୋପାଳ ପୁରୋହିତ ଆଗରେ ଥିବା ବେଳେ ଜଦି ନୁଆଁ କରି ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହେଇଥିବା ନେତା ମାନଙ୍କୁ ଗୁରୁତ୍ୱ ଦିଏ ତାହେଲେ ଶେଷକୁମାର ମେହେର ଓ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଭାଗ୍ୟରେ ନିଗମ ଲଡ଼ୁ ପଡିପାରେ ବୋଲି ସାଧାରଣ ରେ ଆଲୋଚନା ହେଉଛି l ସେପଟେ ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ଗଲେ ସୁଶାନ୍ତ ପ୍ରଧାନ (କାଇଁଚ ଭାଇ ), ସୁଶାନ୍ତ ପ୍ରଧାନ,ମନରଞ୍ଜନ ଦାସ, ମାଗୁଣି ଗାଇଗୌ ରିଆ, ସଚ୍ଚିଦାନନ୍ଦ ଦଲାଲ, ସୂର୍ଯ୍ୟ କୁମାର ମହାପାତ୍ର ପ୍ରେମାନନ୍ଦ ମିଶ୍ର,ଯୁଗଳ କିଶୋର ସାମଲ ନିଗମ ଲଡ଼ୁ ପାଇଁ ଦୌଡ ରେ ଅଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛିl ବୌଦ୍ଧ ବିଧାନସଭା ରେ ଯାଉଥିବା ସୁଶାନ୍ତ ପ୍ରଧାନ (କାଇଁଚ ଭାଇ )ଯୁଗଳ ସାମଲ ଓ ସୁଶାନ୍ତ ପ୍ରଧାନ ଦୌଡରେ ଆଗରେ ଥିବା ସାଧାରଣ ରେ ଆଲୋଚନା ହେଉଛି l  ଜିଲ୍ଲାକୁ ଯଦି ଦୁଇଟି ନିଗମ ସିଟ ଭାଗ ପଡେ ତାହେଲେ ଯୁଗଳ କିଶୋର ସାମଲ ଓ ସୁଶାନ୍ତ ପ୍ରଧାନ ଆଗରେ ରହି ଥିବା ସାଧାରଣରେ ଚର୍ଚ୍ଚା ହେଉଛି, କାରଣ ଯୁଗଳ କିଶୋର ସାମଲ ଏବେ କନ୍ଧମାଳ ସାଂସଦ ଙ୍କ ବୌଦ୍ଧ ଜିଲ୍ଲା ପ୍ରତିନିଧି ଥିବାବେଳେ ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ଆଶୀର୍ବାଦ ଥିବା ସାଧାରଣରେ ଚର୍ଚ୍ଚା ହେଉଛି l ସେହିପରି ବୌଦ୍ଧ ବିଧାନସଭା ଅଂଚଳରେ  ଦଳୀୟ ସଂଘଠନକୁ ଆଗେଇ ନେବାରେ ସୁଶାନ୍ତ ପ୍ରଧାନଙ୍କ  ଭୂମିକା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ଓ ତାଙ୍କ ସାନଭାଇ ହେଉଛନ୍ତି ବୌଦ୍ଧ ବିଧାୟକ ଓ କନ୍ଧମାଳ ସାଂସଦ ଙ୍କ ମଧ୍ୟ ଆଶୀର୍ବାଦ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ବାକି ରହିଲା ବୌଦ୍ଧ ଜିଲ୍ଲା କୁ ନିଗମ ଲଡ଼ୁ ମିଳୁଛି କି ନାହିଁ ଆଶା ଆଶଙ୍କାରେ ଆଶାୟୀ  l


News Comment




Photo in News

Advertisment
Lastest News
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026
  ଜିଲ୍ଲା  
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ   18-Jun-2026

You Might Also Like