-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2026
କଟକ (ତପନ ମହାନ୍ତି ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କଟକ ସହରରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ମାନଙ୍କୁ ଛତା ଓ ପାନୀୟ ବଣ୍ଟନ କରାଯାଇଛି କମିଶନରେଟ ପୋଲିସ ପକ୍ଷରୁ। ଟ୍ରାଫିକ ଏ ସି ପି ଜୟନ୍ତ ଡୋରା, ଜୋନ ୬ ଏ ସି ପି ଅଶୋକ କୁମାର ଗିରି, ଟ୍ରାଫିକ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ ବାଦାମବାଡ଼ି ଥାନା ଅଧିକାରୀ ଅଜୟ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ।