-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

*ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-

29-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ବ୍ୟକ୍ତିଗତ ମାଲିକାନା ଭିତରେ ଅପୂଜା ରହୁଥିବା ବାବା ରୁଦ୍ରନାଥଙ୍କ ପାଇଁ ଦେବୋତ୍ତର ବିଭାଗକୁ ଦାନ ପତ୍ର ଭାବରେ ଆଜି ସମ୍ପୃକ୍ତ ଜମି ରେଜିଷ୍ଟ୍ରସନ କଲେ ସହର ର ସହୃଦୟ ବ୍ୟକ୍ତି ହୃଦାନନ୍ଦ ମେହେର । ସୂଚନା ଯୋଗ୍ୟ ଯେ ଅଷ୍ଟ ଶମ୍ବୁ, ଅଷ୍ଟ ଚଣ୍ଡୀ, ତଥା ଅଷ୍ଟ ବିଷ୍ଣୁ ଙ୍କ ସହର ସୁବର୍ଣ୍ଣପୁରରେ ଅଷ୍ଟଶମ୍ବୁ ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୋନପୁର ଗଡ଼ ଭିତରେ ଥିବା ଶ୍ରୀ ରୁଦ୍ରନାଥ ବାବା । ବ୍ୟକ୍ତିଗତ ଜମି ମାଲିକଙ୍କ ଜମି ଭିତରେ ୧୯୮୦ ମସିହାରୁ ଆବଦ୍ଧ ହୋଇ ରହିଥିଲେ ଶ୍ରୀ ରୁଦ୍ରନାଥ ବାବା । ସୋନପୁର ବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ .ନୃପରାଜ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ଉପଜିଲ୍ଲାପାଳ ଡ଼. ସୋମ୍ୟରୂପା ରଥ ଏହି ବିଷୟରେ ତଦନ୍ତ କରି ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ସମାଜସେବୀ ଗୋବିନ୍ଦ ମହାରଣାଙ୍କ ସହଯୋଗରେ ଉକ୍ତ ଜମି ମାଲିକ ଶ୍ରୀ ହୃଦାନନ୍ଦ ମେହେର ଓ ତାଙ୍କ ପୁଅ ଶ୍ରୀ ରାମକୃଷ୍ଣ ମେହେର ଙ୍କୁ ନିଜ କାର୍ଯ୍ୟାଳୟ କୁ ଡକାଇ ଆଲୋଚନା ତଥା ବୁଝାସୁଝା କରିଥିଲେ । ଏହାର ଦୁଇ ଦିନ ପରେ ଅପ୍ରେଲ ୧୦ ତାରିଖ ଦିନ ଜମି ମାଲିକ ଗୋବିନ୍ଦ ବାବୁଙ୍କ ସହ ନିଜେ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ଆସି ସ୍ୱତଃ ପ୍ରବୁତ୍ତ ଭାବେ ରୁଦ୍ରନାଥ ମନ୍ଦିରକୁ ରାସ୍ତା ଦେବା ପାଇଁ ରାଜି ହୋଇଥିଲେ । ସେହିଦିନ ଅପରାହ୍ନ ୪ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗୋବିନ୍ଦ ମହାରଣା ତଥା ଜମି ମାଲିକଙ୍କ ଉପସ୍ଥିତିରେ ରୁଦ୍ରନାଥ ବାବାଙ୍କ ମନ୍ଦିରକୁ ସିନେମା ହଲ ଦେଇ ଗଛପତ୍ର ସଫା କରାଯାଇ ବାଟ ଫିଟାଯାଇଥିଲା । ସୋନପୁର ପୌର ପରିଷଦ ଅଧିକାରୀ ଶ୍ରୀ ଋଷି ମାଝୀ ଓ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଭବେନ୍ଦ୍ର ଦେ ତାଙ୍କର କର୍ମଚାରୀ ମାନଙ୍କୁ ପଠାଇ ମନ୍ଦିର ଚାରିପାଖରେ ସଫା କରାଇଥିଲେ । ସୋନପୁର ରାଜସ୍ବ ନିରୀକ୍ଷକ ସୁଧୀର ପାଣ୍ଡିଆ, ଆସିଷ୍ଟାଣ୍ଟ ଆରଆଇ ଓ ଅମିନ ମାଧ୍ୟମରେ ଜମି ମାପ କରାଯାଇଥିଲା । ନିକଟରେ ଥିବା ଶ୍ରୀ ଗୋପାଳଜୀ ମନ୍ଦିରର ପ୍ରାଚୀର ମଧ୍ୟ ଦେଇ ରୁଦ୍ରନାଥ ବାବା ଙ୍କ ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ରାସ୍ତା ଫିଟେଇ ବାକୁ ନିଷ୍ପତି ନିଆଯାଇଥିଲା ଫଳରେ ଶ୍ରୀ ରୁଦ୍ରନାଥ ବାବାଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ହେବା ସହିତ ସାଧାରଣ ଭକ୍ତ ମାନଙ୍କ ର ଦର୍ଶନ ନିମନ୍ତେ ଦ୍ୱାର ଉନ୍ମୁକ୍ତ ହୋଇ ପାରିବ ବୋଲି ଉପଜିଲ୍ଲାପାଳ ତଥା ସୋନପୁର ଦେବୋତ୍ତର ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ସୋମ୍ୟରୂପା ରଥ ପ୍ରକାଶ କରିଥିଲେ । ଏଥିପାଇଁ ଜିଲ୍ଲାପାଳ ଡ଼. ସାହୁ ଏବଂ ଉପଜିଲ୍ଲାପାଳ ଡ. ରଥ ଙ୍କ ସମେତ ସହରବାସୀ ସମସ୍ତ ବିଭାଗୀୟ କର୍ମଚାରୀ ଜନସାଧାରଣ ତଥା ଏହି ଦେବ କାର୍ଯ୍ୟରେ ନିଜର ମହତ ଯୋଗଦାନ ତଥା ଆଜି ଦେବୋତ୍ତର ବିଭାଗକୁ ଦାନ ପତ୍ର ଭାବରେ ଦାନ କରିଥିବା ଜମି ମାଲିକ ଶ୍ରୀ ହୃଦାନନ୍ଦ ମେହେର ତଥା ତାଙ୍କ ପୁତ୍ର ବିଶିଷ୍ଟ ବ୍ୟବସାୟୀ ଶ୍ରୀ ରାମକୃଷ୍ଣ ମେହେରଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେପଟେ ଦୀର୍ଘ ୪୬ ବର୍ଷ ପରେ ରୁଦ୍ରନାଥଙ୍କୁ ଦର୍ଶନ ପାଇଁ ସହରବାସୀ ଭବବିହ୍ୱଳ ହୋଇଯାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like