-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
27-Apr-2026
କଟକ(ତପନ ମହାନ୍ତି): ସମଗ୍ର ଭାରତ ବର୍ଷରେ ଗୋ-ହତ୍ୟା ସମ୍ପୁର୍ଣ୍ଣ ସମାପ୍ତ କରିବା ଏବଂ ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ଶୋଭାଯାତ୍ରା କଟକ ଚଣ୍ଡୀ ମା ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କ ନିକଟକୁ ପାର୍ଥନା ପତ୍ର ପ୍ରଦାନ କରାଯାଇଥିଲା ।